ଆମ ରିପୋଟରଜିଲ୍ଲାବରଗଡ଼

ସୁଭଦ୍ରା ଯୋଜନା ଶୁଭାରମ୍ଭ ସମାରୋହ ଏବଂ ମହିଳା ସମ୍ମିଳନୀ !!!

ବରଗଡ ( ଆୱାଜ ମିଡ଼ିଆ ) – କୃପାସିନ୍ଧୁ ମହାନ୍ତି : ବରଗଡ ଜିଲ୍ଲାର ସମସ୍ତ ବ୍ଲକ ମୁଖ୍ୟାଳୟରେ ସୁଭଦ୍ରା ଯୋଜନା ଶୁଭାରମ୍ଭ ସମାରୋହ ଏବଂ ମହିଳା…

ଆମ ରିପୋଟରଗଜପତିଜିଲ୍ଲା

ଶ୍ରୀମଦ ଭାଗବତ ପ୍ରବଚନ ସପ୍ତାହ କାର୍ଯ୍ୟକ୍ରମ ଉଦଯାପିତ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ଭଣ୍ଡାରୀ ସାହିରେ ଥିବା ଉତ୍କଳ ହିତୈଷିଣି ସମାଜ…

ଅପରାଧଆମ ରିପୋଟରଜିଲ୍ଲାବରଗଡ଼

ପାଇକମାଳ ଥାନା ସମ୍ମୁଖରେ ବିଜେଡି ବିଧାୟିକା ବର୍ଷା ସିଂ ବରିହା ଙ୍କ ନେତୃତ୍ୱ ରେ ବିକ୍ଷୋଭ ପ୍ରଦର୍ଶନ !!!

ବରଗଡ଼ ( ଆୱାଜ ମିଡ଼ିଆ ) – କୃପାସିନ୍ଧୁ ମହାନ୍ତି : ପାଇକମାଳ ଥାନା ରେ ଉତ୍ତେଜନା ! ବରଗଡ ଜିଲ୍ଲା ପାଇକମାଳ ଥାନା ସମ୍ମୁଖରେ ବିଜେଡି…

ଅପରାଧଆମ ରିପୋଟରକେନ୍ଦ୍ରାପଡ଼ାଜିଲ୍ଲା

ଝୁଲନ୍ତା ମୃତଦେହ ଉଦ୍ଧାର : ବଧୂ ହତ୍ୟା ଅଭିଯୋଗ !!!

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ଡେରାବିଶରେ ବଧୂ ହତ୍ୟା ଅଭିଯୋଗ । ଝିଅ କୁ ପ୍ରେମ କରି ଘରୁ…

ଆମ ରିପୋଟରକଟକଜିଲ୍ଲା

ମା ବ୍ରହ୍ମେଇ ଙ୍କ ପୀଠକୁ ସଂଯୋଗୀ ରାସ୍ତାର ଦୂରାବସ୍ଥା !!!

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ଓ ଏହାର ଆଖପାଖ ଅଞ୍ଚଳବାସୀଙ୍କ ବିଶ୍ୱାସ ଭରସା ର ପ୍ରତୀକ ମା ବ୍ରହ୍ମେଇ…

ଆମ ରିପୋଟରକେନ୍ଦ୍ରାପଡ଼ାଜିଲ୍ଲା

କେନ୍ଦ୍ରାପଡ଼ା ସ୍ଵଂୟଶାସିତ ମହାବିଦ୍ୟାଳୟ ପଡିଆରେ ଜିଲ୍ଲାସ୍ତରୀୟ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ଅନୁଷ୍ଠିତ !!!

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : କେନ୍ଦ୍ରାପଡ଼ା ସ୍ଵଂୟଶାସିତ ମହାବିଦ୍ୟାଳୟ ପଡିଆରେ ଜିଲ୍ଲାସ୍ତରୀୟ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ଅନୁଷ୍ଠିତ ।ଏହା ରାଜ୍ୟ…

ଆମ ରିପୋଟରକେନ୍ଦ୍ରାପଡ଼ାଜିଲ୍ଲା

ମନ୍ତ୍ରୀପଡାର ଜୁମା ମସଜିଦରେ ଆନନ୍ଦ ଉଲ୍ଲାସର ସହ ମହାପୁରୁଷ ମହମ୍ମଦଙ୍କ ଜୟନ୍ତୀ ପାଳିତ !!!

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ମହାପୁରୁଷ ମହମ୍ମଦଙ୍କ ଜୟନ୍ତୀ ପାଳିତ । ଡେରାବିଶ ବ୍ଲକ ଅଧୀନସ୍ଥ ମନ୍ତ୍ରୀପଡାର ଜୁମା…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ମୋଦିଜୀ ଙ୍କ ଜନ୍ମ ଦିବସ ରେ ରକ୍ତଦାନ ଶିବିର !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଭାରତର ଯଶଶ୍ଵି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଜନ୍ମ ଦିବସ ଅବସରରେ ରାଜଧାନୀ ଡ଼ାକ୍ତରଖାନା…

ଅପରାଧଆମ ରିପୋଟରକନ୍ଧମାଳଜିଲ୍ଲା

ଶିକ୍ଷା ଦେବା ନାମରେ ଆସି ଧର୍ମାନ୍ତରୀକରଣ କରୁଥିବା ଅଭିଯୋଗ !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ବ୍ଲକ ବେଲଘର ଥାନା ଅଞ୍ଚଳରେ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଜିରେ ଲାଗିଛି ଛାତ୍ରଛାତ୍ରୀଙ୍କ ଜୀବନ : ଅନ୍ଧାରରେ ଅଭିଭାବକ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ରାଜ୍ୟ ସରକାର ସମସ୍ତ ଙ୍କୁ ଶିକ୍ଷା ମୌଳିକ ଅଧିକାର ରୂପେ ଘୋଷଣା କରୁଥିବା ବେଳେ…