ପୁଲୱାମା ସହିଦ୍ ଙ୍କୁ ସେବା ହିଁ ସଙ୍କଳ୍ପ ଅନୁଷ୍ଠାନ ତରଫରୁ ଶ୍ରଦ୍ଧାଞ୍ଜଳି !!!

0
42
Spread the love

ଏକାମ୍ର ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶୁଭ୍ରାଂଶୁ ମହାନ୍ତି : ପୁଲୱାମା ଠାରେ ସହିଦ୍ ହୋଇଥିବା ଓଡ଼ିଆ ବୀର ଯବାନ ମାନଙ୍କୁ ସେବା ହିଁ ସଙ୍କଳ୍ପ ଅନୁଷ୍ଠାନ ତରଫରୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି ! ଭୀମେଶ୍ୱର ମନ୍ଦିର ନିକଟରୁ ଏକ ରାଲି ବାହାରି ଆନ୍ନି ହାଉସ ଛକ ପର୍ଯ୍ୟନ୍ତ ଯାଇଥିଲା ! ଏଥିରେ ଗଣେଶ ବଜାର ବ୍ୟବସାୟୀ ସଂଘର ସଭାପତି ଲିଙ୍ଗରାଜ ପୃଷ୍ଟି, ଓଡ଼ିଆ ଫିଲ୍ମ ତାରକା ସମ୍ବିତ ଆଚାର୍ଯ୍ୟ, ଓଡ଼ିଆ କଥା ବାଦକ ପ୍ରକାଶ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ ! ଆନି ହାଉସ ଛକ ଠାରେ ପ୍ରଦୀପ୍ ସେବା ଟ୍ରଷ୍ଟ ପକ୍ଷରୁ ସମସ୍ତଙ୍କୁ ସ୍ୱାଗତ କରିବା ସହିତ ଅମର ଆତ୍ମାର ସଦଗତି ନିମନ୍ତେ ଦୀପ ପ୍ରଜ୍ବଳନ କରାଯାଇଥିଲା l

Leave a reply

  • Default Comments (0)
  • Facebook Comments
Please enter your comment!
Please enter your name here