ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : କଳିଙ୍ଗନଗର ଟାଟା ପ୍ଲାଣ୍ଟ ପରିସରରେ ଭୟଙ୍କର ବିସ୍ଫୋରଣ ! କଳିଙ୍ଗନଗର ସ୍ଥିତ ଟାଟା ପ୍ଲାଣ୍ଟ ପରିସରରେ ବିସ୍ଫୋରଣ ଘଟି ଅନେକ ଶ୍ରମିକ ଗୁରୁତର ହୋଇଛନ୍ତି ! ସୂଚନା ମୁତାବକ ଦିବା 12 ଘଟିକା ସମୟରେ କଳିଙ୍ଗନଗର ସ୍ଥିତ ଟାଟା ପ୍ଲାଣ୍ଟ ପରିସରରେ ଥିବା SMS ର କନଭର୍ଟର ସାଇଟରେ ଭୟଙ୍କର ବିସ୍ଫୋରଣ ହୋଇ କଣ୍ଟ୍ରୋଲ ରୁମ କ୍ଷତିଗ୍ରସ୍ତ ହୋଇ ଅନେକ ଶ୍ରମିକ ଗୁରୁତର ହେବା ସହତ କିଛି କର୍ମଚାରୀ ମୃତ୍ୟୁ ବରଣ କରିଛନ୍ତି । ସମସ୍ତ ଆହତ ଙ୍କୁ କଳିଙ୍ଗନଗର ସ୍ଥିତ ଟାଟା ମେଡିକା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
କଳିଙ୍ଗନଗର ଟାଟା ପ୍ଲାଣ୍ଟ ପରିସରରେ ଭୟଙ୍କର ବିସ୍ଫୋରଣ !!!

