ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଅପେରା ଯାଜ୍ଞସେନୀ ତରଫରୁ ନୂତନ ୱେବ ସାଇଟ ଉନ୍ମୋଚନ ଏବଂ ଆଗାମୀ ଦିନର ନୂଆ ରିଲିଜ ସମ୍ପର୍କରେ ସୂଚନା ! ରାଜଧାନୀ ଜୟଦେବ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅପେରା ଯାଜ୍ଞସେନୀ ର ନୂତନ ୱେବ ସାଇଟ ଉନ୍ମୋଚନ ଏବଂ ନୂତନ ଉଦଘୋଷଣା କରାଯାଇଛି ! ବହୁ ପ୍ରତିଷ୍ଠିତ ଯାତ୍ରା ମାଲିକ , କଳାକାର , ଗୀତିକାର , ସଂଳାପ ଲେଖକ , ଅଭିନେତା ଉପସ୍ଥିତ ରହି ଅପେରା ଯାଜ୍ଞସେନୀ ର ଏହି ପ୍ରୟାସ କୁ ପ୍ରଶଂସା କରିବା ସହିତ ଶୁଭେଚ୍ଛା ପ୍ରଦାନ କରିଥିଲେ !
ଅପେରା ଯାଜ୍ଞସେନୀ ତରଫରୁ ନୂତନ ୱେବ ସାଇଟ ଉନ୍ମୋଚନ !!!

