ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶାଶ୍ଵତୀ ନାୟକ : ଏଆଇସିସି ସାମାଜିକ ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷା ତଥା ଜାତୀୟ କଂଗ୍ରେସ ମୁଖପାତ୍ର ଶ୍ରୀମତି ସୁପ୍ରିୟା ଶ୍ରିନେତ୍ ଏବଂ ଓଡିଶା ସାମାଜିକ ଗଣମାଧ୍ୟମ ଏଆଇସିସି ପ୍ରଭାରୀ ସୁମିତ୍ ଦୁବେ ଓଡ଼ିଶା ଗସ୍ତରେ ଆସିଛନ୍ତି ! ଏହି ଅବସରରେ ରାଜ୍ୟରେ ବୃଦ୍ଧି ପାଉଥିବା ଏବଂ ପ୍ରତିଦିନ ମହିଳା ଓ ଛାତ୍ରଛାତ୍ରୀ ମାନଙ୍କ ପ୍ରତି ହେଉଥିବା ନିର୍ଯାତନା ସମ୍ପର୍କରେ ସେମାନଙ୍କ ସହ ଆଲୋଚନା କରିଥିଲେ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ।
ଓଡ଼ିଶା ଗସ୍ତରେ କଂଗ୍ରେସ ମୁଖପାତ୍ର ଶ୍ରୀମତି ସୁପ୍ରିୟା ଶ୍ରିନେତ୍ ଏବଂ ଓଡିଶା ସାମାଜିକ ଗଣମାଧ୍ୟମ ପ୍ରଭାରୀ ସୁମିତ୍ ଦୁବେ !!!

