ପୁରୀ ( ଆୱାଜ ମିଡ଼ିଆ )- ବ୍ୟୁରୋ ରିପୋର୍ଟ : ଶ୍ରୀମନ୍ଦିରରେ ହେମାମାଳିନ ଙ୍କ ପ୍ରବେଶ କୁ ଘନେଇଲା ବିବାଦ ! ଘଟଣା କୁ ନେଇ ଆଗରୁ ଥାନାରେ ଅଭିଯୋଗ ହେବା ପରେ ସୁଦ୍ଧା କାର୍ଯ୍ୟାନୁଷ୍ଠାନ ଶୂନ ଥିବାରୁ ଅଖିଳ ଭାରତୀୟ ହିନ୍ଦୁ ମହାସଭା ଉଠାଇଲା ସ୍ୱର ! ବିଗତ ଦିନରେ ବ୍ଲଗର କାମିଆ ଜାନି ଙ୍କ ଶ୍ରୀମନ୍ଦିର ପ୍ରବେଶ କୁ ନେଇ ସ୍ୱର ଉଠାଇଥିବା ବିଜେପି ଏବେ ଚୁପ କାହିଁକି ବୋଲି ପ୍ରଶ୍ନ କରିଛନ୍ତି ହିନ୍ଦୁ ମହାସଭା ର କାର୍ଯ୍ୟକର୍ତ୍ତା ! ମନ୍ଦିର କୁ ଇଭେଣ୍ଟ ମ୍ୟାନେଜମେଣ୍ଟ ରେ ସାମିଲ କରି ବାହାବା ନେଉଥିବା ସରକାର ଏପର୍ଯ୍ୟନ୍ତ ମା ସୁଭଦ୍ରା ଙ୍କ ଦାରୁ ମିଳିଥିବା ସ୍ଥାନରେ ମନ୍ଦିର ନିର୍ମାଣ ରେ ସହଯୋଗ ନକରିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବୋଲି ଆସିଛି ପ୍ରତିକ୍ରିୟା !
ଶ୍ରୀମନ୍ଦିରରେ ହେମାମାଳିନ ଙ୍କ ପ୍ରବେଶ କୁ ଘନେଇଲା ବିବାଦ !!!

