ବାଙ୍କୀ ରେ ବିଜେପି କୃଷକ ମୋର୍ଚ୍ଚା ତରଫରୁ ବୈଦେଶ୍ୱର ଠାରେ ଅକ୍ଷି ମୁଠି ଅନୁକୁଳ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ସମଗ୍ର ରାଜ୍ୟରେ ପାଳିତ ହୋଇଛି କୃଷି ଭିତ୍ତିକ ପର୍ବ ଅକ୍ଷୟ ତୃତୀୟ ! ବାଙ୍କୀ ବିଜେପି କୃଷକ ମୋର୍ଚ୍ଚା ତରଫରୁ ବୈଦେଶ୍ୱର ଠାରେ ଅକ୍ଷି ମୁଠି ଅନୁକୁଳ । ବିଜେପି ନେତା ଅଜୟ ସ୍ୱାଇଁ , ଶୁଭ୍ରାଂଶୁ ମୋହନ ପାଢୀ ଉପସ୍ଥିତ ରହି ଜମି ରେ ହଳ ଚଲାଇ ଅକ୍ଷି ମୁଠି ଅନୁକୂଳ କରିଥିଲେ !

Leave a Reply

Your email address will not be published. Required fields are marked *