ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଶତ ପ୍ରତିଶତ ପରିକ୍ଷା ଫଳାଫଳ ହାସଲ କରିଛି ପାରଳାଖେମୁଣ୍ଡି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ! ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ରେ ଚଳିତବର୍ଷ ପରୀକ୍ଷା ଫଳ ଶତ ପ୍ରତିଶତ ହୋଇଛି ! ବିଦ୍ୟାଳୟରେ 49 ଜଣ ପରିକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ସେଥି ମଧ୍ୟରୁ ଏ1 ରେ ଦୁଇ ଜଣ , ଏ 2 ରେ ପାଞ୍ଚ ଜଣ , ବି 1 ରେ ନଅ ଜଣ , ବି 2 ରେ ଷୋହଳ ଜଣ , ଏବଂ ଅନ୍ୟାନ୍ୟ ଗ୍ରେଡ଼ ରେ ମିଶି ମୋଟ 49 ପିଲା ପାସ୍ ହୋଇଛନ୍ତି ।
ଶତ ପ୍ରତିଶତ ପରିକ୍ଷା ଫଳାଫଳ ହାସଲ କରିଛି ପାରଳାଖେମୁଣ୍ଡି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର !!!

