ସାବିତ୍ରୀ ଅମାବାସ୍ୟା ରେ ଚଳ ଚଞ୍ଚଳ ରାମେଶ୍ବର ଶିବ ମନ୍ଦିର !!!

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ସନ୍ତୋଷ କୁମାର ମହାପାତ୍ର : ସାବିତ୍ରୀ ଅମାବାସ୍ୟା ରେ ଚଳ ଚଞ୍ଚଳ ରାମେଶ୍ବର ଶିବ ମନ୍ଦିର l ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ NAC ର ୱାର୍ଡ ନମ୍ବର ୭ ରେ ଥିବା ଶିବ ମନ୍ଦିର ରେ ସାବିତ୍ରୀ ବ୍ରତ ପାଳନ କରିବା ପାଇଁ ମହିଳା ଶ୍ରଦ୍ଧାଳୁ ମାନଙ୍କର ପ୍ରବଳ ଭିଡ଼ ହୋଇଥିଲା l ରାମେଶ୍ବର ଶିବ ମନ୍ଦିର ରେ ମହିଳା ମାନେ ଶାଢ଼ୀ, ଚୁଡ଼ି ଅଳତା ଓ ଧୂପ ଦୀପ ପୂଜା କରି ନିଜ ସ୍ବାମୀ ମାନଙ୍କ ଜୀବନ ଦୀର୍ଘାୟୁ ହେଉ ବୋଲି ପ୍ରଭୁ ଙ୍କ ପାଖରେ ମନାସି ଥିଲେ ଓ କୃପା ଭିକ୍ଷା କରିଥିଲେ l

Leave a Reply

Your email address will not be published. Required fields are marked *