ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଷ୍ଟ।ଡିୟମ୍ ନିକଟରେ ଥିବା ଭାରତ ପେଟ୍ରୋଲ ପମ୍ପ ନିକଟରେ ଡ୍ରେନ ର ଅପରିସ୍କାର ଜଳ ରେ ରାସ୍ତା ଭାସୁଛି ! ରାସ୍ତାରେ ପାଣି ଜମୁଛି , ଗାଡ଼ି ମୋଟର ଗଲେ ପାଣି ପଥଚାରି ଙ୍କ ଉପରେ ଛିଟିକୁଚି । ଜନସାଧାରଣ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । ଏଥି ପ୍ରତି ଜିଲ୍ଲା ପ୍ରଶସନ ଦୃଷ୍ଟି ଦେଲେ ଜନ ସାଧାରଣ ଉପକୃତ ହୋଇ ପାରିବେ ।
ଡ୍ରେନ ର ଅପରିଷ୍କାର ଜଳରେ ରାସ୍ତା ଭାସୁଛି !!!

