ଓଡିଶା ଡିଜିଟାଲ ମିଡ଼ିଆ ମହାସଂଘ ତରଫରୁ ଖୋଲା ମଞ୍ଚରେ ମୁକ୍ତ ସ୍ୱର କାର୍ଯ୍ୟକ୍ରମ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶାଶ୍ଵତୀ ନାୟକ : ଓଡିଶା ଡିଜିଟାଲ ମିଡ଼ିଆ ମହାସଂଘ ତରଫରୁ ରାଜ୍ୟର ସାମ୍ପ୍ରତିକ ପରିସ୍ଥତି ନେଇ ଖୋଲାମଞ୍ଚରେ ମୁକ୍ତ ସ୍ୱର କାର୍ଯ୍ୟକ୍ରମ ! ରାଜଧାନୀ ଜୟଦେବ ଭବନ ପାର୍କିଙ୍ଗ ପ୍ଲେସ ରେ ଆସନ୍ତା କାଲି ଦିନ ଏଗାର ଟା ସମୟରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ବହୁ ଡିଜିଟାଲ ମିଡ଼ିଆ ପ୍ରତିନିଧି , ସାମାଜିକ କର୍ମୀ , ଆଇନଜୀବୀ , ବରିଷ୍ଠ ସାମ୍ବାଦିକ , ରାଜନୈତିକ ବ୍ୟକ୍ତିତ୍ୱ ଉପସ୍ଥିତ ରହିବା ପାଇଁ ସ୍ୱିକୃତୀ ପ୍ରଦାନ କରିଛନ୍ତି ! ମାଲକାନଗିରି ର ଡିଜିଟାଲ ମିଡିଆ ସାମ୍ବାଦିକ ଙ୍କୁ ନିର୍ମମ ହତ୍ୟା , ବାଲେଶ୍ବର ଏଫ ଏମ କଲେଜ ଘଟଣା , ବଳଙ୍ଗା , ବଡମ୍ବା ଘଟଣା ଠାରୁ ଆରମ୍ଭ କରି ରାଜନୈତିକ ହଇଚଇ ପର୍ଯ୍ୟନ୍ତ ବିଭିନ୍ନ ଘଟଣାରେ ଉପରେ ହେବ ଆଲୋଚନା ପର୍ଯ୍ୟାଲୋଚନା ! ଖୋଲା ମଞ୍ଚରେ ମୁକ୍ତ ସ୍ୱରରେ ପ୍ରକାଶିତ ଅପ୍ରିୟ ସତ୍ୟ ସରକାର ଙ୍କ ପାଖରେ ପହଂଚିବା ନେଇ ଆଶାବାଦୀ ଅଛି ଓଡିଶା ଡିଜିଟାଲ ମିଡ଼ିଆ ମହାସଂଘ !

Leave a Reply

Your email address will not be published. Required fields are marked *