ଓଡ଼ିଶା ସାମ୍ବାଦିକ ସଙ୍ଘ ତତଫରୁ ପାରାଦୀପ ଅତିରିକ୍ତ ଜିଲ୍ଲାପାଳ ଙ୍କୁ ୧୦ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ !!!

Spread the love

ପାରାଦୀପ ( ଆୱାଜ ମିଡ଼ିଆ ) – ରବୀନ ବିଶ୍ୱାସ : ଓଡ଼ିଶା ସାମ୍ବାଦିକ ସଙ୍ଘ ତରଫରୁ ସାମ୍ବାଦିକ ମାନଙ୍କ ବହୁବିଧ ଅସୁବିଧା କୁ ନେଇ ୧୦ ଦଫା ସମ୍ବଳିତ ଦାବୀ ପତ୍ର ରେ ପ୍ରଥମ -ରାଜ୍ୟର ସାମ୍ବାଦିକ ମାନଙ୍କ ପ୍ରତି ହେଉଥିବା ଆକ୍ରମଣ ଘଟଣାରେ ଅସାମାଜିକ ବେକ୍ତୀ ମାନଙ୍କ ମୂଳକ ଦଣ୍ଡ ବିଧାନ ପାଇଁ ସ୍ଵତନ୍ତ୍ର ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରାଯାଉ , ୨ୟ- ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରଣୀତ ସାମ୍ବାଦିକ ମାନଙ୍କ ପାଇଁ ଉଦ୍ଦିଷ୍ଟ ବିମାରାସି ବାର୍ଷିକ ୫ଲକ୍ଷ୍ୟ ଟଙ୍କା ରୁ ଅନୁନ୍ୟ ବୃଦ୍ଧି କରାଯାଉ , ୩ୟ- ସାମ୍ବାଦିକ ମୃତ୍ୟୁ କାଳୀନ ୪ ଲକ୍ଷ୍ୟ ଟଙ୍କାରୁ ଅନୁନ୍ୟ ୧୦ଲକ୍ଷ୍ୟ ଟଙ୍କାକୁ ବୃଦ୍ଧି କରିବା ସହିତ ବାର୍ଷିକ ଆୟ ସୀମା (ଟ୍ରମ୍ ଆଣ୍ଡ କଣ୍ଡିସନ୍) ଉଠାଇ ଦିଆ ଯାଉ ,୪ଥ-ସମ୍ବେଦିନ‌‌ ଶିଳ ଘଟଣା ବା ସ୍ଥାନରେ କାର୍ଯ୍ୟ କରିବା ପାଇଁ ଏକ ଆଦର୍ଶ ମାର୍ଗ ଦର୍ଶିକା କାର୍ଯ୍ୟାବଳୀ (sop) ଲାଗୁ କରାଯାଉ ,୫ମ – ଅବସର ପରେସାମ୍ବାଦିକ ମାନଙ୍କୁ ଅବସ କାଳୀନ ଭତା ପ୍ରଦାନ କରାଯାଉ , ୬ଷ୍ଟ,- ସରକାରଙ୍କ ଦ୍ଵାରା ଘୋଷିତ ସାମ୍ବାଦିକ ନିମନ୍ତେ ବ୍ୟାଙ୍କ ରୁଣ ଉଚିତ୍ ବିଧି ବେବସ୍ତାର ସରଳି କରଣ କରାଯିବା ସର୍କୁଲାର ଜାରି କରାଯାଇ,୭ମ-‌ ସାମ୍ବାଦିକ ଅଧିସିକୃତି ନିତିର ସରଳି କରଣ କରି ଜିଲ୍ଲା ଉପଖଣ୍ଡ ବ୍ଲକ ସ୍ତର ପର୍ଯ୍ୟନ୍ତ ସାମ୍ବାଦିକ ମାନଙ୍କୁ ସାମିଲ କରାଯାଉ , l ଏହି ପରି ଦଶଦଫା ସମ୍ବଳିତ ଦାବିପତ୍ର ଉପ ଜିଲ୍ଲାପାଳଙ୍କୁ ଦିଆଯାଇଥିଲା l ଏଥିସହ ଆସନ୍ତା ଅଗଷ୍ଟ ୧୫‌ ତାରିଖ ସ୍ବାଧୀନତା ଦିବସ ଉପଲକ୍ଷେ ଏକ ସାଧାରଣ ବୈଠକ କରାଯାଇ ଥିଲା l ଏହି ସାଧାରଣ ବୈଠକ ସଂଘର ସଭାପତି କର୍ମେସୋର୍ ସ୍ବାଇଁ ଙ୍କ ନେତୃତ୍ଵ ରେ କରାଯାଇ ଥିବା ବେଳେ ଏଥିରେ ଓଜେଉ ର ରଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ସୁରେନ୍ଦ୍ର ବିଶ୍ବାଳ , ପାରାଦୀପ ଶାଖାର ମୁଖ୍ୟ ଉପଦେଷ୍ଟା ଅଜିତି କୁମାର ଦାସ , ସମ୍ପାଦକ ସମୀର କୁମାର ମହାନ୍ତି , କାର୍ଯ୍ୟକାରୀ ସଭାପତି ଆଲୋକ ମହାପାତ୍ର, ଉପ ସଭାପତି ପ୍ରଶାନ୍ତ ଦାସ ପ୍ରମୁଖ ଉପସ୍ଥିତ ଥିଲେ l ଏଥିରେ ସ୍ବାଧୀନତା ଦିବସ ଉପରେ ଆଲୋଚନା କରାଯାଇଥିଲା ବେଳେ ଏଥିରେ ବହୁ ସାମ୍ବାଦିକ ବନ୍ଧୁ ମାନେ ଯୋଗ ଦେଇ ଥିବା ଦେଖିବାକୁ ମିଳିଥିଲା l

Leave a Reply

Your email address will not be published. Required fields are marked *