କଟକ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : କଟକ ସିଡିଏମଓ କାର୍ଯ୍ୟାଳୟ ର ସିନିୟର୍ ଆସିଷ୍ଟାଣ୍ଟ କିଶୋର କୁମାର ସାହାଣୀ ଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଚୌଦ୍ଵାର ଆଗ୍ରାହାଟ ପଞ୍ଚାୟତ ପ୍ରଧାନିଆ ସ୍ଥିତ ପାଳସିଆ ଗ୍ରାମ ରେ ଥିବା ଫାର୍ମ ହାଉସ ଉପରେ ଭିଜିଲାନ୍ସ ୭ ଜଣିଆ ଟିମ ଚଢାଉ ।
କଟକ ସିଡିଏମଓ କାର୍ଯ୍ୟାଳୟ ର ସିନିୟର୍ ଆସିଷ୍ଟାଣ୍ଟ କିଶୋର କୁମାର ସାହାଣୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ !!!

