ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ମାତା ଶ୍ରୀ ରାଧାରାଣୀଙ୍କ ଆବିର୍ଭାବ ତିଥିରେ ବାଳମୁକୁନ୍ଦ କେନ୍ଦ୍ର ତରଫରୁ ସ୍ଥାନୀୟ ନବ ଜୀବନ ଟ୍ରଷ୍ଟ ଅନାଥ ଆଶ୍ରମରେ ଅତିବଡ଼ି ଜଗନ୍ନାଥ ଦାସଙ୍କ ଜୟନ୍ତୀ ପାଳନ କରାଯାଇଛି ! ରାଧେ ରାଧେ ଧ୍ୱନି ତଥା ସଂକୀର୍ତ୍ତନରେ ପାଳନ କରାଯାଇଛି କାର୍ଯ୍ୟକ୍ରମ । ଏହାପରେ କେନ୍ଦ୍ରର ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀ ଅତିବଡ଼ି ଜଗନ୍ନାଥ ଦାସଙ୍କ ପ୍ରଣୀତ ଓଡ଼ିଆ ‘ଭାଗବତ ସୂକ୍ତି ରତ୍ନ ମାଳା’ ପଠନ କରି ପିଲା ମାନଙ୍କୁ ବୁଝାଇଥିଲେ ।
ରାଧା ଅଷ୍ଟମୀ ଉତ୍ସବ ଅବସରରେ ବାଳମୁକୁନ୍ଦ କେନ୍ଦ୍ର ତରଫରୁ ଅତିବଡ଼ି ଜଗନ୍ନାଥ ଦାସ ଜୟନ୍ତୀ ପାଳନ !!!

