ଆମ ରିପୋଟରଗଜପତିଜିଲ୍ଲା

ବିଧାନସଭା ପରିସର ମଧ୍ୟରେ ବୃକ୍ଷରୋପଣ କଲେ ପାରଳା ବିଧାୟକ ରୂପେଶ ପାଣିଗ୍ରାହୀ !!!

ଗଜପତି // ଭୁବନେଶ୍ଵର ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନର ପ୍ରଥମ ଦିବସର ଆରମ୍ଭ ପୂର୍ବରୁ ବିଧାନସଭା…

ଆମ ରିପୋଟରକେନ୍ଦ୍ରାପଡ଼ାଜିଲ୍ଲା

ଏଗ୍ରି ଇଣ୍ଡିଆ ଫୁଡ୍ ପ୍ରଡକ୍ଟସ୍ ଆନୁକୁଲ୍ୟରେ ରକ୍ତଦାନ ଶିବିର !!!

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ମାନବତାର ସର୍ବୋତ୍କୃଷ୍ଟ ସେବା ମଧ୍ୟରୁ ଗୋଟିଏ ସେବା ହେଉଛି ରକ୍ତଦାନ। ଆପଣଙ୍କ ଅଳ୍ପ…

ଆମ ରିପୋଟରଜିଲ୍ଲାଯାଜପୁର

୮୦ତମ ସମୀକ୍ଷା ବୈଠକ ସହ ୨୦୦୮ ଦିନରେ ପହଁଚିଲା ଚିନ୍ମୟ ଫାଉଣ୍ଡେସନର ମିଶନ୍‌ ଅମୃତ ହସ୍ତମ୍ ସେବା କାର୍ଯ୍ୟ !!!

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ସମାଜସେବାକୁ ନିଜ ଜୀବନର ବ୍ରତ ଭାବରେ ଆଦରିନେଇ ଗତ ୨୨ ମାର୍ଚ୍ଚ ୨୦୨୦ ମସିହାରୁ…

ଆମ ରିପୋଟରଗଜପତିଜିଲ୍ଲା

ଆତ୍ମନିଯୁକ୍ତି ପ୍ରଶିକ୍ଷିଣ ଅନୁଷ୍ଠାନ ଦ୍ଵାରା ମହିଳା ମାନଙ୍କୁ ମୌଳିକ ହାତ ତିଆରି ଧୂପକାଠି ଏବଂ ଫିନାଇଲ ତାଲିମ କାର୍ଯ୍ୟକ୍ରମ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷିଣ ଅନୁଷ୍ଠାନ ଦ୍ଵାରା ମହିଳା ମାନଙ୍କୁ ମୌଳିକ ହାତ ତିଆରି…

ଆମ ରିପୋଟରକଟକଜିଲ୍ଲା

ପିଜି ନାମ ଲେଖେଇବାକୁ ଆସି ହଇରାଣ ହେଉଛନ୍ତି ବାହାର ଜିଲ୍ଲାର ଛାତ୍ର ଛାତ୍ରୀ !!!

ବାଙ୍କୀ ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ସବୁବେଳେ କିଛି ନା କିଛି ଅଵ୍ୟବସ୍ଥାକୁ ନେଇ ବାଙ୍କୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ…

ଅନୁଗୁଳଆମ ରିପୋଟରଜିଲ୍ଲାଢେଙ୍କାନାଳ

ମା ଅନ୍ଧାରୀ ପୂଜା କମିଟି ର ବିଶ୍ଵକର୍ମା ପୂଜା !!!

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ସନ୍ତୋଷ କୁମାର ମହାପାତ୍ର : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ବାବନ୍ଧ ପଞ୍ଚାୟତର ବେଡାପଡା ର ପିଢ଼…

ଆମ ରିପୋଟରକଟକଜିଲ୍ଲା

ଦୁଲଣାପୁର ଏବଂ ତାଳବସ୍ତ ଗ୍ରାମ ପଂଚାୟତ ଅଧୀନରେ ଥିବା ସମସ୍ତ ସରକାରୀ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ମାନଙ୍କରେ ବୃକ୍ଷରୋପଣ କାର୍ଯ୍ୟକ୍ରମ !!!

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଡମପଡା ବ୍ଲକ ଅନ୍ତର୍ଗତ ତାଳବସ୍ତ, ଦୁଲଣାପୁର ଗ୍ରାମ ପଞ୍ଚାୟତ ଅଧୀନରେ ଥିବା ସମସ୍ତ…

ଆମ ରିପୋଟରଜିଲ୍ଲାବରଗଡ଼

ଯମୁନା କାନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ “ଏକ ପେଡ ମା କେ ନାମ” ଅନୁଷ୍ଠିତ !!!

ପାଇକମାଳ ( ଆୱାଜ ମିଡ଼ିଆ ) – କୃଷ୍ଣଚନ୍ଦ୍ର ସାହୁ : ଯମୁନା କାନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟ, ପାଇକମାଳ ଠାରେ ” ଏକ ପେଡ –…

ଆମ ରିପୋଟରକଟକଜିଲ୍ଲା

କନ୍ଦରପୁରର ବାଳକ ଓ ବାଳିକା ଖୋ -ଖୋ ଦଳ ଜିଲ୍ଲା ଟ୍ରଫି ହାତେଇଲେ !!!

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଡମପଡା ବ୍ଲକ ଅନ୍ତର୍ଗତ ତାଳବସ୍ତ ଗ୍ରାମର ନୁଆସାହି ସ୍କୁଲ ଖେଳ ପଡିଆରେ ପ୍ରଥମ…

ଆମ ରିପୋଟରଜିଲ୍ଲାନୟାଗଡ

ନୟାଗଡ ଜିଲ୍ଲା ଆଇନ ସେବା ପ୍ରାକରଣ ତରଫରୁ ବିଧବା ମହିଳା ମାନଙ୍କ ସଚେତନତା ଶିବିର !!!

ନୟାଗଡ଼ ( ଆୱାଜ ମିଡ଼ିଆ ) – ସ୍ୱରୂପ ପଟ୍ଟନାୟକ : ନୟାଗଡ଼ ଜିଲ୍ଲା ଓ ଦୌରାଜଜ ତଥା ଅଧ୍ଯକ୍ଷ, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଶ୍ରୀ…