ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ବିଜେଡିରୁ ଇସ୍ତଫା ଦେଲେ ଅନ୍ତର୍ଯ୍ୟାମୀ ଗମାଙ୍ଗ ! ୨୦୨୪ସାଧାରଣ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଥିଲେ ଅନ୍ତର୍ଯ୍ୟାମୀ , ବ୍ୟକ୍ତିଗତ ସମସ୍ୟା ଦର୍ଶାଇ ଦଳରୁ ଇସ୍ତଫା ଦେଲେ । ୨୦୧୪ରେ ବିଜେପି ଛାଡି ବିଜେଡିରେ ସାମିଲ ହୋଇଥିଲେ , ୨୦୦୯ରେ ବିଜେପିର ମୋହନା ବିଧାୟକ ପ୍ରାର୍ଥୀ ଥିଲେ ଅନ୍ତର୍ଯ୍ୟାମୀ ! ତାଙ୍କ ପତ୍ନୀ ପୂର୍ଣ୍ଣବାସୀ ନାୟକ ବର୍ତ୍ତମାନ ରାୟଗଡ ବ୍ଲକ ଅଧ୍ୟକ୍ଷା ଅଛନ୍ତି , ୨୦୧୯ରେ ପୂର୍ଣ୍ଣବାସୀ ବି ଥିଲେ ବିଜେଡିର ମୋହନା ବିଧାୟକ ପ୍ରାର୍ଥୀ !
ବିଜେଡିରୁ ଇସ୍ତଫା ଦେଲେ ଅନ୍ତର୍ଯ୍ୟାମୀ ଗମାଙ୍ଗ !!!

