ଆମ ରିପୋଟରକନ୍ଧମାଳଜିଲ୍ଲା

ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଖମନଖୋଲ ପଞ୍ଚାୟତ ପୁରୁଭଟ୍ଟା କ୍ଲଷ୍ଟର ର ରାଇପାଙ୍ଗା…

ଆମ ରିପୋଟରକଟକଜିଲ୍ଲା

ଦୁଲଣାପୁର କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଉଦଯାପିତ !!!

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ବିଦ୍ୟାଳୟରେ କେବଳ ପାଠ ପଢିଲେ ହେବ ନାହିଁ | ବିଦ୍ୟାଳୟ ସ୍ତରରୁ ପିଲା…

ଆମ ରିପୋଟରକନ୍ଧମାଳଜିଲ୍ଲା

କାର୍ତ୍ତିକ ମାସ ଉପଲକ୍ଷେ ଶ୍ରୀ ଜଗନ୍ନାଥ ମନ୍ଦିରରେ ଆଧ୍ୟାତ୍ମିକ ପ୍ରବଚନ କାର୍ଯ୍ୟକ୍ରମ !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପରିସର ରେ କାର୍ତ୍ତିକ…

ଅପରାଧଆମ ରିପୋଟରଗଜପତିଜିଲ୍ଲା

ଅବକାରୀ ବିଭାଗକୁ ମିଳିଛି ବଡ଼ ସଫଳତା : 451 କିଲୋ ଗଞ୍ଜେଇ ଜବତ , ଦୁଇ ଅଭିଯୁକ୍ତ ଗିରଫ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ଅବକାରୀ ବିଭାଗକୁ ମିଳିଛି ବଡ଼ ସଫଳତା ଗଜପତି ଅବକାରୀ ଅଧିକ୍ଷକ ପ୍ରଦୀପ କୁମାର…

ଆମ ରିପୋଟରକେନ୍ଦ୍ରାପଡ଼ାଜିଲ୍ଲା

କେନ୍ଦ୍ରାପଡ଼ା ଜିଲ୍ଲାର ଚନ୍ଦୋଳ ବଜାରରେ ମା ଗଜଲକ୍ଷ୍ମୀ ପୂଜା : ଶାନ୍ତି ଓ ଭକ୍ତିର ଏକ ଅନନ୍ୟ ଉଦାହରଣ !!!

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : କେନ୍ଦ୍ରାପଡ଼ା ଜିଲ୍ଲାର ଚନ୍ଦୋଳ ବଜାରରେ ମା ଗଜଲକ୍ଷ୍ମୀ ପୂଜା ଶାନ୍ତି ଓ ଭକ୍ତିର…

ଆମ ରିପୋଟରକନ୍ଧମାଳଜିଲ୍ଲା

ଆଗକୁ ଧନତେରାସ : ବାଲିଗୁଡା ରେ ବୃଦ୍ଧି ପାଉଛି ବେଆଇନ ସୁନାରୁପା କାରବାର !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ଆଗକୁ ଧନତେରାସ ଥିବା ଯୋଗୁଁ କନ୍ଧମାଳ ଜିଲ୍ଲା ବାଲିଗୁଡା ବଜାରରେ ଚାଲିଛି ନକଲି…

ଆମ ରିପୋଟରକଟକଜିଲ୍ଲା

ସକାଳ ପାଇଲେ, ପାଥପୁର ରାସ୍ତାରେ ହାତୀପଲ୍ଲ !!!

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ବାଙ୍କୀ କଟକ ମୁଖ୍ୟରାସ୍ତାର ପାଥପୁର ଗ୍ରାମ୍ୟ ରାସ୍ତା ଅତିକ୍ରମ କରୁଛନ୍ତି ଜଙ୍ଗଲୀ ହାତୀ…

ଆମ ରିପୋଟରକଟକଜିଲ୍ଲା

ପଶ୍ଚିମବଙ୍ଗ ସରକାର ରେ ନାରୀ ଅସୁରକ୍ଷିତ : ଓଡ଼ିଆ ଛାତ୍ରୀ ଗଣଦୁଷ୍କର୍ମକୁ ନେଇ ବିଜେପିର ପ୍ରତିବାଦ !!!

କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : କୋଲକତାରେ ଓଡ଼ିଆ ଛାତ୍ରୀ ଗଣଦୁଷ୍କର୍ମକୁ ନେଇ ବିଜେପି ମହିଳା ମୋର୍ଚ୍ଚା ତରଫରୁ ସ୍ଥାନୀୟ ବାଦାମବାଡ଼ି…

ଆମ ରିପୋଟରଗଜପତିଜିଲ୍ଲା

ଗୋଶାଣୀ ବ୍ଲକ ରେ ନୂତନ ଦମକଳ କେନ୍ଦ୍ର ସ୍ଥାପନ ପାଇଁ ଅନୁରୋଧ କରିଲେ ପି ଭି ପ୍ରସାଦ ନାଇଡୁ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଶାଣୀ ବ୍ଲକର ଗୁରାଣ୍ଡି ଗ୍ରାମ ପଞ୍ଚାୟତ ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ…

ଆମ ରିପୋଟରକଟକଜିଲ୍ଲା

ଦିବଂଗତ ସାମ୍ବାଦିକ ଚକ୍ରବର୍ତ୍ତୀ ଓତା ଙ୍କୁ ଶ୍ରଦ୍ଧାସୁମନ !!!

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ଦିବଂଗତ ସାମ୍ବାଦିକ ଚକ୍ରବର୍ତ୍ତୀ ଓତା ଙ୍କୁ ଶ୍ରଦ୍ଧାସୁମନ ! ଜଗତସିଂହପୁର ଜିଲ୍ଲାର ଅଗ୍ରଣୀ…