ଅନୁଆରୀ ରେ ମା ଲକ୍ଷ୍ମୀଙ୍କ ବାର୍ଷିକ ଉତ୍ସବ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ବ୍ଲକ ଅନ୍ତର୍ଗତ ଗୋଳାଗଣ୍ଡ ପଂଚାୟତ , ଅନୁଆରୀସ୍ଥ ମା’ଲକ୍ଷ୍ମୀ ଠାକୁରାଣଙ୍କ ଦ୍ୱିତୀୟ ବାର୍ଷିକ ଉତ୍ସବ ଉଦଯାପିତ ହୋଇ ଯାଇଛି ! ଉତ୍ସବ ର ସଭାପତି ପ୍ରମୋଦ କୁମାର ଜଗଦେବଙ୍କ ସଭାପତିତ୍ୱ ଏବଂ ଗ୍ରାମବାସୀ ଙ୍କ ମିଳିତ ସହଯୋଗ ରେ 4 ଦିନ ଧରି ବାଦୀ ପାଲା, ମହିଳା ଭାଗବତ ଏବଂ ରାମ ନାଟକ ପରିବେଷଣ ହୋଇ ଉତ୍ସବ ପାଳନ ହୋଇଥିଲା ! ଅତିଥି ଭାବେ ଗୋଳାଗଣ୍ଡ ସରପଞ୍ଚ ପ୍ରଫୁଲ କୁମାର ସେନାପତି ଯୋଗଦେଇ ରାଜ୍ୟ ସରକାର ଙ୍କ ସଂସ୍କୃତି ବିଭାଗ ଦ୍ୱାରା ଗ୍ରାମାଞ୍ଚଳ ରେ ଭାଗବତ ଟୁଙ୍ଗି ପୁନଃରୁଦ୍ଧାର ନିଷ୍ପତି କୁ ସ୍ୱାଗତ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ !

Leave a Reply

Your email address will not be published. Required fields are marked *