ଆମ ରିପୋଟରଗଜପତିଜିଲ୍ଲା

ରାଜ୍ୟସ୍ତରୀୟ STEM ଉତ୍କର୍ଷ ପୁରସ୍କାରରେ ଗଜପତି ଶ୍ରେଷ୍ଠ ଜିଲ୍ଲା ଭାବରେ ଉଭା ହୋଇଛି !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ବିଜ୍ଞାନ ଏବଂ ଗଣିତ ଶିକ୍ଷା ପଦକ୍ଷେପର ଉଦାହରଣୀୟ କାର୍ଯ୍ୟାନ୍ୱୟନ ପାଇଁ ଖାନ ଏକାଡେମୀ ଇଣ୍ଡିଆ…

ଆମ ରିପୋଟରଗଜପତିଜିଲ୍ଲା

ଖବର ପ୍ରସାରଣ ପରେ ଚାଷୀଙ୍କୁ ମିଳିଲା କମ୍ପ୍ୟୁଟର ରସିଦ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ର RMC ପରିସର ରେ ଥିବ ୱେଟ…

ଆମ ରିପୋଟରଜିଲ୍ଲାଯାଜପୁର

ଚିନ୍ମୟ ଫାଉଣ୍ଡେସନର ୩୦୬ ତମ ଓ ୩୦୭ ତମ ସାପ୍ତାହିକ ମିଶନ୍‌ ଅମୃତ ହସ୍ତମ୍ ସେବାକାର୍ଯ୍ୟ ସହ ୮୬ତମ ସମୀକ୍ଷା ବୈଠକ !!!

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଦୁଃଖୀ ଅସହାୟ ମାନଙ୍କର ସହାୟତା ନିମନ୍ତେ ଆଜକୁ ଦୀର୍ଘ ୨୧୪୯ଦିନ ଧରି ନିରବଛିନ୍ନ ପ୍ରକ୍ରିୟାରେ…

ଆମ ରିପୋଟରଜିଲ୍ଲାବରଗଡ଼

ବରଗଡ଼ ମହିଳା ସମିତିର ପାର୍ବତୀ ଗିରିଙ୍କ ସେବା ଓ ସମର୍ପଣର ପ୍ରତୀକ ମାତୃନିକେତନ ପରିଦର୍ଶନ !!!

ପାଇକମାଳ ( ଆୱାଜ ମିଡ଼ିଆ ) – କୃଷ୍ଣଚନ୍ଦ୍ର ସାହୁ : ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ତଥା ସେବା ଓ ସମର୍ପଣର ପ୍ରତୀକ ପାର୍ବତୀ ଗିରିଙ୍କ ଦ୍ବାରା…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଯୌତୁକ ନିର୍ଯାତନା ରେ ବୋହୁ କୁ ଜୀବନରେ ମାରି ଦେଲେ : ଅଭିଯୋଗ ଆଣିଲେ ପରିବାର ଲୋକ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଟଙ୍କା କେଇଟା ପାଇଁ ଶ୍ୱଶୁର ଘର ଲୋକେ ନିର୍ଯାତନା ଦେଇ ବୋହୁ କୁ ଜୀବନରେ…

ଆମ ରିପୋଟରଗଜପତିଜିଲ୍ଲା

କାମରେ ଲାଗୁନି ପାନୀୟ ଜଳ ପ୍ରକଳ୍ପ : କାହାର ସ୍ୱାର୍ଥରେ କାମ କରାଯାଇଥିଲା !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ସହର ର ୱାର୍ଡ ଚାରିରେ ହୋଇଥିବା ପାନୀୟ ଜଳ ପ୍ରକଳ୍ପ ଟି ଲୋକଙ୍କ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲାସ୍ମାର୍ଟ ସିଟି

ଏକଛତ୍ରବାଦ ସାମ୍ପ୍ରଦୟିକତା କଂପାନୀରାଜ ଆଜି ସମ୍ବିଧାନ ଓ ଗଣତନ୍ତ୍ର ପାଇଁ ବଡ଼ ଆହ୍ବାନ : ରବି ରାୟ ଜନ୍ମ ଶତବାର୍ଷିକୀ ରେ ବକ୍ତାଙ୍କ ମତ !!!

କଲିକତା ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ବିଶିଷ୍ଟ ସମାଜବାଦୀ ଚିନ୍ତା ନାୟକ, ସ୍ୱଚ୍ଛ ରାଜନୀତିର ପ୍ରବକ୍ତା ଲୋକସଭାର ପୂର୍ବତନ ବାଚସ୍ପତି ସ୍ୱର୍ଗତଃ…

ଆମ ରିପୋଟରଜିଲ୍ଲାନୟାଗଡ

ସିଫା ତରଫରୁ ଗମ୍ଭାରୀଖୋଲ ଆଦିବାସୀଙ୍କ ପାଇଁ ଆତ୍ମନିର୍ଭରତା କାର୍ଯ୍ୟକ୍ରମ !!!

ନୟାଗଡ ( ଆୱାଜ ମିଡ଼ିଆ ) – ସ୍ୱରୂପ କୁମାର ପଟ୍ଟନାୟକ : ଦୁଇ ଦିନିଆ ମତ୍ସ୍ୟ ଚାଷ ଉପରେ କ୍ୟାପାସିଟି ବିଲ୍ଡିଂ ତାଲିମ କାର୍ଯ୍ୟକ୍ରମ ଦଶପଲ୍ଲାରେ…

ଆମ ରିପୋଟରକଟକଜିଲ୍ଲା

ପି.ଏମ୍‌. ଶ୍ରୀ ବରେନ୍ଦ୍ରକୃଷ୍ଣ ବିଦ୍ୟାପୀଠରେ ଓ.ସି.ଏ.ସି ସହାୟତାରେ ଆଧୁନିକ ପ୍ରଯୁକ୍ତି ବିଦ୍ୟା ପ୍ରଶିକ୍ଷଣ !!!

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀର ଶତାୟୁ ଉଚ୍ଚବିଦ୍ୟାଳୟ ପି.ଏମ୍‌.ଶ୍ରୀ ବରେନ୍ଦ୍ରକୃଷ୍ଣ ବିଦ୍ୟାପୀଠର ଛାତ୍ରମାନଙ୍କୁ ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ୍ ସେଣ୍ଟର…