ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି RMC ର କର୍ମଚାରୀଙ୍କ ଦୀର୍ଘ ବର୍ଷ ଧରି ବଦଳି ହେଉନାହିଁ ! ଫଳରେ କାର୍ଯ୍ୟାଳୟରେ ଦୁର୍ନୀତି ବଢୁଥିବା ଅଭିଯୋଗ ହେଉଛି । ବିଭାଗ ଦୁର୍ନୀତି ରେ ବୁଡି ରହିଥିବା ବେଳେ , ସରକାର ଙ୍କ ନିୟମ ତିନି ବର୍ଷ ଥାଇ ସୁଦ୍ଧା ବଦଳି ନହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ! ଦୀର୍ଘ ବର୍ଷ ହେଲା ବଦଳି ନ ହେବା ସମସ୍ତଙ୍କୁ ଚକିତ କରିଛି । ସ୍ୱଚ୍ଛତା ଉପରେ ପ୍ରଶ୍ନଵ।ଚୀ ସୃଷ୍ଟି କରିଛି । ଲୋକଙ୍କ ସରକାର ଯଦି ଏହି ଭଳି ହୁଏ ତେବେ ଲୋକ ଗୁହାରି କାହାକୁ କରିବେ ।
RMC କର୍ମଚାରିଙ୍କ ବଦଳି ହେବ କେବେ ???

