ପାଣି ସରବର – କାଦୁଅ ଵଲ ଵଲ ହେଇଛି ବାଙ୍କୀ କଚେରୀ ପଡିଆ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଚାଲିଛି ବାଙ୍କୀ ମହୋତ୍ସବ 2026 ! ବାଙ୍କୀ ର ଗଣପର୍ବ କୁମାର ପୂର୍ଣ୍ଣିମା ଅବସରରେ ଆୟୋଜିତ ବାଙ୍କୀ ମହୋତ୍ସବ ପ୍ରକୃତିର କୋପ ଆଗରେ ଫିକା ପଡି ଯାଇଛି ! ବାଙ୍କୀ କଚେରୀ ପଡିଆରେ ଆୟୋଜିତ ଏହି ଉତ୍ସବ ଲଗାଣ ବର୍ଷାରେ ହୋଇଯାଇଛି ବେହାଲ !

 

Leave a Reply

Your email address will not be published. Required fields are marked *