ହିନ୍ଦୁ ଜାଗରଣ ମଞ୍ଚ ପକ୍ଷରୁ ବୈଠକ ।

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ଉପକଣ୍ଠ ଅୟତପୁର ପଞ୍ଚାୟତ ନାଗେଶ୍ଵରନାଥ ମନ୍ଦିରରେ ହିନ୍ଦୁ ଜାଗରଣ ମଞ୍ଚ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି . ହିନ୍ଦୁ ଧର୍ମର ପ୍ରଚାର, ଧର୍ମାନୁଷ୍ଠାନ ମାନଙ୍କର ସୁରକ୍ଷା , ହିନ୍ଦୁ ଏକତା, ଗୋସେବା, ଗୋ-ସୁରକ୍ଷା, ମାତୃଭୂମି ପ୍ରତି କର୍ତ୍ତବ୍ୟ ଏବଂ ସମାଜସେବା ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ବୈଠକରେ ହିନ୍ଦୁ ଜାଗରଣ ମଞ୍ଚର ରାଜ୍ୟ ସଂଗଠକ ସମାଜ ସଂସ୍କାରକ ତନ୍ମୟ ଦାଶ ସଭାପତିତ୍ୱ କରିଥିବା ବେଳେ କାର୍ଯ୍ୟକର୍ତ୍ତା ମାନଙ୍କୁ ବିଭିନ୍ନ କାର୍ଯ୍ୟ ପାଇଁ ଦାୟିତ୍ୱ ବଣ୍ଟନ କରାଯାଇଥିଲା । ସଭାପତି ଜୟନ୍ତ ଦାସ, ସାଧାରଣ ସମ୍ପାଦକ ସଞ୍ଜୟ ସାହୁ, ଉପ-ସଭାପତି ଅଶୋକ ପଟ୍ଟନାୟକ, ଉପ-ସଭାପତି ସୁକାନ୍ତ ପ୍ରଧାନ, ସମ୍ପାଦକ ସନ୍ତୋଷ ଭୋଇ, ଶରତ କୁମାର ରାହୁଳ, କାଳନ୍ଦୀ ସେଠୀ, ଅନାମ ଭୋଇ, ଯୁବ ବାହିନୀ ସଂଯୋଜକ ବିଶ୍ୱ ରଂଜନ ସେଠୀ, ସୁଜିତ୍ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *