ଜବରଦଖଲ ଉଚ୍ଛେଦରେ ପାତରଅନ୍ତର ନୀତିକୁ ବିରୋଧ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ପ୍ରିୟବ୍ରତ ପଟ୍ଟନାୟକ : କଟକ ୫୨ନଂ ଓ୍ଵାର୍ଡର ଉଠା ଦୋକାନୀଙ୍କୁ ଉଚ୍ଛେଦରେ ବିଭାଗୀୟ ଅଧିକାରୀଙ୍କ ପାତରଅନ୍ତର ନୀତି କୁ ବିରୋଧ କରିଛନ୍ତି ମୋ କଟକ ସୁରକ୍ଷା ମଞ୍ଚ ର ସଦସ୍ୟ . ସରକାରୀ ଯୋଜନାର ପ୍ରକଳ୍ପକୁ ସାର୍ବଜନୀନ ନକରି ଦଳୀୟ ନେତା ଓ ସରକାରୀ କର୍ମଚାରୀ ମଧୁଚନ୍ଦ୍ରିକାରେ ନିର୍ମାଣ କାମ ଆରମ୍ଭ କରାଯିବାର ପ୍ରୟାସ ବିରୁଦ୍ଧରେ କଟକ ମହାନଗର ନିଗମ କାର୍ଯ୍ୟାଳୟ ସମ୍ମୁଖରେ ମୋ କଟକ ସୁରକ୍ଷା ମଞ୍ଚ ସମ୍ପାଦକ ଜିତେନ୍ଦ୍ର ସାହୁଙ୍କ ନେତୃତ୍ୱରେ ପ୍ରତିବାଦ କରାଯିବା ସହ କଟକ ମହାନଗର ନିଗମ କମିଶନରଙ୍କ ଉଦ୍ଦେଶ୍ୟରେ ଡେପୁଟି କମିଶନର ଅଜୟ ମହାନ୍ତିଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି ।

Leave a Reply

Your email address will not be published. Required fields are marked *