ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ଜିଲ୍ଲା ଡିଜିଟାଲ ମିଡିଆ ଆସୋସିଏସନ୍ ତରଫରୁ ଅକ୍ଷୟ କୁମାର ସାହୁଙ୍କୁ ବିପୁଳ ସମ୍ବର୍ଦ୍ଧନା . ନୟାଗଡ଼ ଜିଲ୍ଲା ର ପ୍ରସିଦ୍ଧ ମା ଦକ୍ଷିଣ କାଳୀ ପୀଠରେ ସେଣ୍ଟର ଫର ସୋସିଓ ଇକୋନୋମିକ ଷ୍ଟଡିଜ୍ ର ପରାମର୍ଶଦାତା ଅକ୍ଷୟ କୁମାର ସାହୁ ଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରିଛି କରିଛି ନୟାଗଡ଼ ଜିଲ୍ଲା ଡିଜିଟାଲ ମିଡିଆ ଆସୋସିଏସନ୍ । ଏହି ଅବସରରେ ନୀତି ଆୟୋଗ ଦ୍ଵାରା ପ୍ରକାଶିତ ଅବିଭକ୍ତ କୋରାପୁଟ ଜିଲ୍ଲାର ଦାରିଦ୍ର୍ୟ ହାର ସମ୍ପର୍କରେ ସୂଚନା ଦେଇଥିଲେ ସେଣ୍ଟର ଫର ସୋସିଓ ଇକୋନୋମିକ ଷ୍ଟଡିଜ୍ ର ପରାମର୍ଶଦାତା ଅକ୍ଷୟ କୁମାର ସାହୁ ।
ନୟାଗଡ଼ ଜିଲ୍ଲା ଡିଜିଟାଲ ମିଡିଆ ଆସୋସିଏସନ୍ ତରଫରୁ ଅକ୍ଷୟ କୁମାର ସାହୁଙ୍କୁ ବିପୁଳ ସମ୍ବର୍ଦ୍ଧନା !!!

