କୋଭିଡ ଗାଇଡ ଲାଇନ ନେଇ ସଚେତନତା !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ତହସିଲ ତରଫରୁ ଗୁରୁବାର କୋଭିଡ ଗାଇଡ ଲାଇନ ନେଇ ସଚେତନତା କରାଯିବା ସହିତ ବିଭିନ୍ନ ଦୋକାନ ଓ ସପିଂ ମଲରେ ଚଢ଼ାଉ କରାଯାଇଥିଲା । ଏକ୍ଜିକ୍ୟୁଟିଭ ମାଜିଷ୍ଟ୍ରେଟ ପ୍ରଶାନ୍ତ କୁମାର ସିଂ ଓ ଅମ୍ଳାନ ଅପରାଜିତା ଙ୍କ ସହ ପୁଲିସ ଏହି ଚଢ଼ାଉରେ ସାମିଲ ଥିଲେ । ଏଥିରେ ବିଭିନ୍ନ ଦୋକାନରେ ସାମାଜିକ ଦୁରତା ଓ ମାସ୍କ ପିନ୍ଧି ନ ଥିବାରୁ ମୋଟ ୧୧ ହଜାର ଦୁଇ ଶହ ଟଙ୍କା ଜୋରିମାନା ଆଦାୟ କରାଯାଇଥିଲା ।

Leave a Reply

Your email address will not be published. Required fields are marked *