ଜନନାୟକ ସ୍ୱର୍ଗତ ରୁଦ୍ରମାଧବ ରାୟଙ୍କ ଜୟନ୍ତୀରେ ଭକ୍ତି ଶ୍ରଦ୍ଧାଞ୍ଜଳି ଦେଲେ ଦଶପଲ୍ଲା ବିଧାୟକ !

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ସଞ୍ଜୀବ କୁମାର ଡାକୁଆ : ନୟାଗଡ଼ ଜିଲା ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ହୃଦୟର ନେତା, ଦଶପଲ୍ଲା ଉନ୍ନତି ସଂଗ୍ରାମର ପ୍ରତୀକ କନ୍ଧମାଳ ଲୋକସଭାର ପୁର୍ବତନ ସାଂସଦ ସ୍ୱର୍ଗତ ରୁଦ୍ରମାଧବ ରାୟଙ୍କ 84ତମ ଜୟନ୍ତୀ ଅବସରରେ ନୟାଗଡ଼ ବିଜେଡି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶଚନ୍ଦ୍ର ବେହେରା ଭକ୍ତିପୁତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି l ଏଭଳି ଜଣେ ଜନନାୟକଙ୍କ ତ୍ୟାଗ, ନିଷ୍ଠା, ପରୋପକାରିତା ସଦାସର୍ବଦା ଲୋକଙ୍କ ହୃଦୟରେ ସ୍ମରଣୀୟ ହୋଇ ରହିବ ବୋଲି ବିଧାୟକ ଶ୍ରୀ ବେହେରା କହିଥିଲେ ll

Leave a Reply

Your email address will not be published. Required fields are marked *