ଗଡଗଡିଆ ଘାଟ ରେ ଅଷ୍ଟମ ମହାନଦୀ ଆଳତୀ କାର୍ଯ୍ୟକ୍ରମ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : କଟକ ସହର ଗଡଗଡିଆ ଘାଟ ରେ ଅଷ୍ଟମ ମହାନଦୀ ଆଳତୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ମହାନଦୀ ପୂଜନ କମିଟି ପକ୍ଷରୁ ମହାନଦୀର ଗଡଗଡିଆ ଘାଟରେ, ମହାନଦୀର ଐତିହ୍ୟ ସଂସ୍କୃତି ଓ ପରମ୍ପରା କୁ ଉଜ୍ଜୀବିତ ରଖିବା ପାଇଁ ଚାଲିଛି ମହାନଦୀ ଆଳତୀ ଓ ପୂଜନ କାର୍ଯ୍ୟକ୍ରମ ।

Leave a Reply

Your email address will not be published. Required fields are marked *