ଅନୁଗୁଳ ( ଆୱାଜ ମିଡ଼ିଆ ) – ଅଶ୍ବିନୀ କୁମାର ଦେବତା : ବଦଳିଲେ ଅନୁଗୋଳ ଏସ୍.ପି. ଜଗମୋହନ ମିନା । ଗୃହ ବିଭାଗ ପକ୍ଷରୁ ଜାରି ହୋଇଥିବା ଚିଠି ଅନୁସାରେ ଅନୁଗୋଳ ଏସ୍.ପି. ଜଗମୋହନ ମିନାଙ୍କର ଗଞ୍ଜାମ ଜିଲ୍ଲା କୁ ବଦଳି ହୋଇଛି । ସେହିଭଳି ବାଲେଶ୍ଵର ଏସ୍.ପି. ସୁଧାଂଶୁ ଶେଖର ମିଶ୍ରଙ୍କୁ ଅନୁଗୋଳ ଜିଲ୍ଲା ଏସ୍.ପି ଭାବେ ଦାୟିତ୍ଵ ମିଳିଛି ।
ବଦଳିଲେ ଅନୁଗୋଳ ଏସ୍.ପି. !!!

