କପିଳେଶ୍ୱର ମହାଦେବଙ୍କ ଯଜ୍ଞଶାଳ ପ୍ରତିଷ୍ଠା ଓ ଦେଓଗାଁସ୍ଥିତ ଦଣ୍ଡେଶ୍ୱର ମହାଦେବଙ୍କ ବାର୍ଷିକ ଉତ୍ସବ ରେ ଯୋଗଦେଲେ ରାଣୀ ପ୍ରତ୍ୟୁଷା ରାଜେଶ୍ୱରୀ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ମମତା ମହାପାତ୍ର : ଭାଡ଼ିକିଳା ସ୍ଥିତ ଶ୍ରୀ ଶ୍ରୀ କପିଳେଶ୍ୱର ମହାଦେବଙ୍କ ଯଜ୍ଞଶାଳ ପ୍ରତିଷ୍ଠା , ଦେଓଗାଁ ସ୍ଥିତ ଦଣ୍ଡେଶ୍ୱର ମହାଦେବଙ୍କ ବାର୍ଷିକ ଉତ୍ସବ ଏବଂ ତ୍ରିଦିନାତ୍ମକ ବିଶ୍ବ ଶାନ୍ତି ମହାଯଜ୍ଞରେ ଯୋଗଦେଲେ ବିଜେପି ନେତ୍ରୀ ତଥା ନୟାଗଡ଼ର ରାଣୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ ! ପଥୁରିପଡା ଓ ଧାମଣେଇ ବୃନ୍ଦାବନପୁର ଯାଇ ଗ୍ରାମଦେବତୀ ମା’ ଗଣ୍ଡାହାତୀ ଦେବୀଙ୍କ ପୀଠରେ ଅନୁଷ୍ଠିତ ଜଗତର କଲ୍ୟାଣ ପାଇଁ ଆୟୋଜିତ ବିଶ୍ୱଶାନ୍ତି ମହାଯଜ୍ଞରେ ଯୋଗ ଦେବା ସହିତ ସମସ୍ତଙ୍କର ମଙ୍ଗଳ କାମନା କରିଛନ୍ତି ।

Leave a Reply

Your email address will not be published. Required fields are marked *