ଦୁର୍ଗାପ୍ରସାଦ ଗ୍ରାମରେ ନୂତନ ଶିବ ମନ୍ଦିର, ମହାବୀର ମନ୍ଦିର ପ୍ରତିଷ୍ଠା !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ମମତା ମହାପାତ୍ର : ନୟାଗଡ଼ ଜିଲ୍ଲା ସଦର ମହକୁମା ଉପକଣ୍ଠ ଦୁର୍ଗାପ୍ରସାଦ ଗ୍ରାମରେ ନୂତନ ଶିବ ମନ୍ଦିର, ମହାବୀର ମନ୍ଦିର ପ୍ରତିଷ୍ଠା ହୋଇଯାଇଛି ! ସୂଚନା ଅନୁଯାୟୀ ଆଜି ଠାରୁ ପାଞ୍ଚ ଦିନ ପର୍ଯ୍ୟନ୍ତ କଳସ ଯାତ୍ରା, ନାମ ସଂକୀର୍ତନ, ପ୍ରବଚନ, ସାଂସ୍କୃତିକ କାର୍ଯ୍ୟକ୍ରମ ସହ ପ୍ରସାଦ ସେବନ ଆୟୋଜନ କରାଯିବ ! ଗ୍ରାମବାସୀ ଙ୍କ ଉଦ୍ୟମ ଏବଂ ପ୍ରଚେଷ୍ଟାରେ ମନ୍ଦିର ନିର୍ମାଣ ଏବଂ ପ୍ରତିଷ୍ଠା କାର୍ଯ୍ୟ ସମ୍ପନ୍ନ ହେଉଛି !

Leave a Reply

Your email address will not be published. Required fields are marked *