ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ରେ ବିଭିନ୍ନ ବିଭାଗର ପଦଵୀ ଦୀର୍ଘ ଦିନ ହେଲା ଖାଲି ପଡ଼ିଛି , କିନ୍ତୁ ଏଥି ପ୍ରତି କୌଣସି ଜନପ୍ରତିନିଧି ଙ୍କ ଦୃଷ୍ଟି ପଡୁ ନାହିଁ ! ନା ଜିଲ୍ଲା ପ୍ରଶାସନ କିମ୍ବା ଜନ ପ୍ରତିନିଧି କାହାର ମଧ୍ୟ ସ୍ବର ଭୁବନେଶ୍ୱର ପର୍ଯ୍ୟନ୍ତ ପହଞ୍ଚି ପାରୁନାହିଁ ! ଏହି ଘଟଣା ପ୍ରଶ୍ନବାଚି ସୃଷ୍ଟି କରୁଛି ଓ ସମସ୍ତ ଙ୍କୁ ଚକିତ କରିଛି । ଜଣେ ଅଧିକାରୀ ତୋତେ।ଧିକ ଦାୟିତ୍ୱ ନେଇଛନ୍ତି । ଏଥି ପ୍ରତି ରାଜ୍ୟ ସରକାର ଙ୍କ ର ଦୃଷ୍ଟି ପଡିଲେ ଜିଲ୍ଲା ର ବିକାଶ ହୋଇପାରିବ ବୋଲି ଆଶା କରାଯାଉଛି ।
ଗଜପତି ରେ ବିଭିନ୍ନ ବିଭାଗର ପଦବୀ ଖାଲି : ପୂରଣ ହେବ କେବେ ???

