ଫିତା କାଟିଥିଲେ ମନ୍ତ୍ରୀ : ମାଟି କାମୁଡ଼ିଲା ନିର୍ମାଣ କାର୍ଯ୍ୟ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ସଦର ମହକୁମାରେ ଘଟିଲା ଅପ୍ରେଲ ଫୁଲ ଘଟଣା ! ଲୋକାର୍ପଣ ର ଦଶ ଦିନ ପରେ ଭୁଷୁଡ଼ିଲା ବାଙ୍କୀ ମହାବିଦ୍ୟାଳୟ ଖେଳ ପଡ଼ିଆରେ ନବ ନିର୍ମିତ ଦର୍ଶକ ଗ୍ୟାଲେରୀ । ଗତ 23ତାରିଖ ଦିନ ଓଡ଼ିଶାର ଉଚ୍ଚ ଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ଏବଂ ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଫିତା କାଟି ଏହାକୁ ଉଦଘାଟନ କରିଥିଲେ ! ପ୍ରକଳ୍ପ ନିର୍ମାଣ ସାରିବାକୁ ଦୀର୍ଘ 7ବର୍ଷ ସମୟ ଲାଗିଥିଲା ବୋଲି ସୂଚନା ମିଳିଥିବା ବେଳେ ସମ୍ପୃକ୍ତ ଠିକାଦାର ଏବଂ କାମ ତଦାରଖ କରୁଥିବା ଅଧିକାରୀ ଙ୍କ ଭୂମିକା ଏବେ ପ୍ରଶ୍ନ ଘେରରେ ।

Leave a Reply

Your email address will not be published. Required fields are marked *