ଭାପୁର ପେଶାଦାର ସାମ୍ବାଦିକ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚିତ !!!

Spread the love

ଭାପୁର ( ଆୱାଜ ମିଡ଼ିଆ ) – ବିଶ୍ବଜିତ ବାରିକ : ନୟାଗଡ ଜିଲ୍ଲା ଭାପୁର ବ୍ଲକର ବରିଷ୍ଠ ସାମ୍ବାଦିକ ମାନଙ୍କୁ ନେଇ ଗଠିତ ପେଶାଦାର ସାମ୍ବାଦିକ ସ°ଘର ନୂତନ କର୍ମକର୍ତ୍ତା ନିର୍ବାଚିନ ହୋଇଯାଇଛି । ଶୁଭେନ୍ଦ୍ର କୁମାର ପଟ୍ଟନାୟକ ସଭାପତି ଓ ସ°ଗ୍ରାମ କେଶରୀ ପଟ୍ଟନାୟକ ସମ୍ପାଦକ ଭାବେ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଛନ୍ତି ।

 

Leave a Reply

Your email address will not be published. Required fields are marked *