ଆଇଆରବି ବାଟାଲିୟନ ରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ।।

Spread the love

ଯାଜପୁର ( ଆୱାଜ ମିଡିଆ ) – ଜିଜ୍ଞାସୁ ସାହୁ : ଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ସୁକିନ୍ଦା ସ୍ଥିତ 3rd ଆଇଆରବି ବାଟାଲିୟନ ରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଆଜି ସକାଳ 10 ଘଟିକା ସମୟରେ ବାଟେଲିୟନ ର କମାଡେଣ୍ଟ କାହ୍ନୁ ଚରଣ ହଂସଦା ଙ୍କ ଦ୍ଵାରା ଶିବିର ର ଉଦଘାଟନ ପରେ ବାଟାଲିୟନ ର ଯବାନ ମାନେ ନାମ ପଞ୍ଜିକୃତ କରି ରକ୍ତଦାନ କରିଥିବା ଦେଖିବାକୁ ମିଳିଥିଲା ।।

Leave a Reply

Your email address will not be published. Required fields are marked *