ଯାଦବ ମହାସଭା ପକ୍ଷରୁ ଲିଙ୍କ୍ ରୋଡ କାର୍ଯ୍ୟାଳୟ ଠାରେ ଜଳଛତ୍ର ଉଦଘାଟିତ !!!

Spread the love

କଟକ ସଦର ( ଆୱାଜ ମିଡିଆ ) – ଶ୍ରୀକାନ୍ତ ବେଉରା : କଟକ ଜିଲ୍ଲା ଯୁବ ଯାଦବ ମହାସଭା ଆନୁକୁଲ୍ୟରେ ଏକ ଜଳଛତ୍ର , ଲିଙ୍କ୍ ରୋଡ ସ୍ଥିତ ଜିଲ୍ଲା ଯାଦବ ମହାସଭା କାର୍ଯ୍ୟାଳୟ ଠାରେ ଖୋଲା ଯାଇଅଛି । ଉତ୍କଳ ଯାଦବ ମହାସଭାର କାର୍ଯ୍ୟକାରୀ ସଭାପତି ଯାଦବ ରତ୍ନ ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ବେହେରା ଆନୁଷ୍ଠାନିକ ଭାବେ ଆଜି ଏହାକୁ ଉଦଘାଟନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ସମ୍ମାନୀୟ ଅତିଥି ଭାବେ ଅଖିଳ ଭାରତ ବର୍ଷୀୟ ଯାଦବ ମହାସଭାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଇ°.ପ୍ରଦୀପ କୁମାର ବେହେରା, ଉତ୍କଳ ଯାଦବ ମହାସଭା ସାଧାରଣ ସମ୍ପାଦକ ପ୍ରଦୀପ କୁମାର ବେହେରା, ରାଜ୍ୟ ସଂଯୋଜକ ନନ୍ଦଳାଲ୍ ସିଂ ଯାଦବ, ବିଶିଷ୍ଟ ସମାଜସେବୀ ଅଭିମନ୍ୟୁ ଦାସ, ମହାନଗର ସାଧାରଣ ସମ୍ପାଦକ ସମରଜିତ ବେହେରା, ମହିଳା ଶାଖା ସମ୍ପାଦିକା ଶର୍ମିଷ୍ଠା ନାଟିଆ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କଟକ ଜିଲ୍ଲା କାର୍ଯ୍ୟକାରୀ ସଭାପତି ସୁବୋଧ କୁମାର ବେହେରା, ସାଧାରଣ ସମ୍ପାଦକ ତରୁଣ କୁମାର ବେହେରା, ପ୍ରେମାନନ୍ଦ ବେହେରା, ସମ୍ପାଦକ ପ୍ରଭାତ କୁମାର ବେହେରା, ଯୁଗ୍ମ ସମ୍ପାଦକ ପ୍ରିତିରଞ୍ଜନ କାଠୁଆ, ପ୍ରସନ୍ନ କୁମାର ବେହେରା, କର୍ପୋରେଟର ଗୋପାଳ ଚନ୍ଦ୍ର ବେହେରା, ପୂର୍ବତନ କର୍ପୋରେଟର ଅକ୍ଷୟ କୁମାର ବେହେରା, ଆଡ଼ଭୋକେଟ୍ ଅଭିଜିତ ବେହେରା, ଶୁଭ ପ୍ରକାଶ ବେହେରା, ନିବୃତ ବେହେରା, ଆଦର୍ଶ ପ୍ରଶ୍ନବାଚୀ ବେହେରା, ସଦର ସଭାପତି କର୍ପୋରେଟର ଜନାର୍ଦ୍ଦନ ପରିଡ଼ା, ସାଲେପୁର ସଭାପତି ଅନନ୍ତ ଗୋପାଳ ଦାସ,୪୨ମୌଜା ସଭାପତି ବୁଲେଇ ବେହେରା, ସମ୍ପାଦକ ପ୍ରସନ୍ନ କୁମାର ବେହେରା,ସଂଘର୍ଷ ଟିଭି ରିପୋର୍ଟର ପର୍ଶୁରାମ ବେହେରା, ଯଶପଡାରୁ ଅର୍ଣ୍ଣବ ବେହେରା ଓ ମହାନଦୀ ବିହାରରୁ ଶୁଭ୍ରାଂଶୁ କୁମାର ବେହେରା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *