ଶୋଇବା ଶେଜରେ ସାପ କାମୁଡ଼ାରେ ମୃତ୍ୟୁ !!!

Spread the love

କଳାପଥର ( ଆୱାଜ ମିଡ଼ିଆ ) – ପ୍ରଶାନ୍ତ କର : ଶୋଇବା ଶେଜରେ କାମୁଡି ଦେଲା ସାପ ! ସାପ କାମୁଡ଼ାରେ ମୃତ୍ୟୁ ବାରଣ କରିଛନ୍ତି ଜୟକୃଷ୍ଣ ସିଂ ! ଏପରି ଅଭାବନୀୟ ଘଟଣା ଘଟିଛି କଳାପଥର ନିକଟସ୍ଥ ଖଜୁରୀପଦା ଗ୍ରାମରେ ! ସୂଚନା ଅନୁଯାୟୀ ଖଜୁରୀପଦା ଗ୍ରାମର ଜୟକୃଷ୍ଣ ସିଂ ଗତକାଲି ରାତି ଖାଇବା ପରେ ନିଜ ଶେଜକୁ ଶୋଇବା ପାଇଁ ଯାଇଥିଲେ ! ରାତି ପ୍ରାୟ ବାରଟା ବେଳକୁ ତାଙ୍କ ଚିତ୍କାର ଶୁଣି ଘର ଲୋକେ ଦେଖିଲେ ତାଙ୍କୁ ଏକ ବିଷାକ୍ତ ସାପ ଦଂଶନ କରିଛି , ତୁରନ୍ତ ଆମ୍ବୁଲାନସ ଯୋଗେଁ ଡାକ୍ତରଖାନାକୁ ନିଆ ଯାଇଥିଲା ! ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ! ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ !

Leave a Reply

Your email address will not be published. Required fields are marked *