ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ ଟୁଡ଼େ -କ୍ରିୟା ଶିଳ , ନୟାଗଡ ଟୁଡ଼େ ଚ୍ୟାନେଲ ପକ୍ଷରୁ କେସି କ୍ଲବ କମ୍ୟୁନିଟି ହଲ ଠାରେ ଗଣମାଧ୍ୟମ ବନ୍ଧୁମାନଙ୍କ ସହ ଆଲୋଚନା ବୈଠକ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ! ଏହି ଅବସରରେ ନୟାଗଡ ଟୁଡ଼େ ପରିବାର ୱେବ ଚ୍ୟାନେଲ ନୟାଗଡ ପକ୍ଷରୁ ପ୍ରତିଷ୍ଠାତା ଆଇନଜୀବୀ ରଣଜିତ ଦାସ, ସମାଜ ସେବି ତଥା ବରିଷ୍ଠ ସାମ୍ବାଦିକ ପ୍ରମୋଦ ପଟ୍ଟନାୟକ ଉପସ୍ଥିତ ରହି ଏହା ଆଗତ ଭବିଷ୍ୟତ ରେ କିପରି କ୍ରିୟା ଶିଳ ହୋଇ ନୟାଗଡ ଟୁଡ଼େ ଜନସାଧାରଣଙ୍କ ପାଖରେ ତଥା ଜନ ସାଧାରଣଙ୍କ ସମସ୍ୟା, ନେଇ ଲୋକଙ୍କ ପାଖରେ ବିସ୍ତୃତ ହୋଇପାରିବ ସହଯୋଗ ଲୋଡିଥିଲେ ! ଏହି ଅବସରରେ ନୟାଗଡ ର ସମସ୍ତ ଇଲୋକ୍ଟ୍ରୋନକିସ ଗଣମାଧ୍ୟମ ପ୍ରତିନିଧି ତଥା ପ୍ରିଣ୍ଟ ମିଡ଼ିଆ ପ୍ରତିନିଧି ଓ ୱେବ ର ଜିଲ୍ଲା ପ୍ରତିନିଧି ଉପସ୍ଥିତ ରହି ଏହିୱେବ ଚ୍ୟାନେଲ ତଥା ନୟାଗଡ ଟୁଡ଼େ କିପରି ନୟାଗଡ ଜନ ସାଧାରଣ ଙ୍କ ପାଖରେ ସୁପରିଚିତ ହୋଇପାରିବ, ସେ ବିଷୟ ର ଆଲୋଚନା କୁ ନେଇ ନିଜ ନିଜର ମତ ପ୍ରକାଶ କରିଥିଲେ ! ଜିଲ୍ଲା ପ୍ରତିନିଧି ବରିଷ୍ଠ ସାମ୍ବାଦିକ, ୱେବ ଚ୍ୟାନେଲ ର ସମସ୍ତ ପ୍ରତିନିଧି ଉପସ୍ଥିତ ଥିବା ବେଳେ ପରିଶେଷରେ ନୟାଗଡ ଟୁଡ଼େ ପରିବାର ପକ୍ଷରୁ ରଣଜିତ ଦାସ, ପ୍ରମୋଦ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ !
ନୟାଗଡ ଟୁଡ଼େ ର ଆଲୋଚନା ଚକ୍ର ଏବଂ ବନ୍ଧୁମିଳନ କାର୍ଯ୍ୟକ୍ରମ !!!

