ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ସୂର୍ଯ୍ୟକାନ୍ତ ଦଳେଇ : ସର୍ବଭରତୀୟ ଡିଲର୍ସ ଫେଡେରେସନ ଓଡିଶା ଶାଖା ତରଫରୁ ଶାନ୍ତିପୂର୍ଣ୍ଣ ଧାରଣା ! ବକେୟା ଥିବା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ପାରିଶ୍ରମିକ ଅର୍ଥ , ଇ ପୋସ ମେସିନ ର ବ୍ୟଵହାରିକ ଖର୍ଚ୍ଚ , ସ୍କୁଲ ଛାତ୍ର ଛାତ୍ରୀକ ମଧ୍ୟାହ୍ନ ଭୋଜନ ବଣ୍ଟନ ବାବଦୀୟ ଅର୍ଥ , ଫେରସ୍ତ ଅଖାର ମୂଲ୍ୟ ଏବଂ 2023 ଜାନୁୟାରୀ ମାସ ଠାରୁ ଜୁନ ମାସ ପଯ୍ୟନ୍ତ ପାରିଶ୍ରମିକ ଅର୍ଥ ପ୍ରଦାନ କରିବା ନିମନ୍ତେ ଓଡିଶା ର ସମସ୍ତ ଜିଲାପାଳ କାର୍ଯ୍ୟାଳୟ ସମୁଖରେ ଶାନ୍ତିପୂର୍ଣ ଧାରଣା ପ୍ରଦର୍ଶନ କରିଛନ୍ତି ସଂଘର ସଦସ୍ୟ !
ସର୍ବଭରତୀୟ ଡିଲର୍ସ ଫେଡେରେସନ ଓଡିଶା ଶାଖା ତରଫରୁ ଧାରଣା !!!

