ସୋଫିଟୋରିୟମ ମହାବିଦ୍ୟାଳୟ ରେ ବୃକ୍ଷରୋପଣ !!!

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ସୂର୍ଯ୍ୟକାନ୍ତ ଦଳେଇ : ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସୋଫିଟୋରିୟମ ମହାବିଦ୍ୟାଳୟ ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ! ଯୋଗଦେଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ! ସୁନ୍ଦର ପରିବେଶରେ କିଛି ସମୟ କଟାଇ ଗୁରୁଦେବ ଓ ଗୁରୁମାତା ମାନଙ୍କ ପ୍ରଚେଷ୍ଟା ଓ ପରିଶ୍ରମର ସୁନ୍ଦର ପ୍ରୟାସ ଅକଳନୀୟ ଓ ଅନନ୍ୟ ବୋଲି ମତ ଦେଇଛନ୍ତି ମୁଖ୍ୟ ଅତିଥି ! ଆଗାମୀ ଦିନରେ ପ୍ରତିଭା ମାନଙ୍କ ଗୁଣବତ୍ତା ପ୍ରଶଂସନୀୟ ଓ ପ୍ରେରଣାପ୍ରଦ ହେବ ବୋଲି ମତ ପ୍ରକାଶ କରିଥିଲେ ଚିଲିକା ବିଧାୟକ !

Leave a Reply

Your email address will not be published. Required fields are marked *