ବିଜୁ ସେତୁ ନିର୍ମାଣ ରେ ବ୍ୟାପକ ଅନିୟମିତତା !!!

Spread the love

ଡେଲାଙ୍ଗ ( ଆୱାଜ ମିଡ଼ିଆ ) – ସୂର୍ଯ୍ୟକାନ୍ତ ଦଳେଇ : ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ଶ୍ରୀ ପୁରୁଷୋତ୍ତମପୁର ଗ୍ରାମ ପଞ୍ଚାୟତ ରେ ନିର୍ମାଣ ଚାଲିଥିବା ବିଜୁ ସେତୁ ନିର୍ମାଣ ରେ ବ୍ୟାପକ ଅନିୟମିତତା ଅଭିଯୋଗ ! ନିର୍ମାଣ କାମ ନିମ୍ନମାନର ଚାଲିଥିବା ନେଇ ସ୍ଥାନୀୟ ଜନସାଧାରଣ ଙ୍କ ଅଭିଯୋଗ କୁ ଭିତ୍ତି କରି ସତ୍ୟାସତ୍ୟ ଜାଣିବା ପାଇଁ ଗଣମାଧ୍ୟମ ଟିମ୍ ପହଞ୍ଚିଥିବା ବେଳେ , କାର୍ଯ୍ୟ କରୁଥିବା ଠିକାଦାର ପ୍ରତିନିଧି ଙ୍କୁ ଅଶ୍ଳୀଳ ଆଚରଣ କରିବା ସହିତ ଧମକ ଦେଇଥିଲେ ! ନିର୍ମାଣ ଚାଲିଥିବା କାର୍ଯ୍ୟ ଅତ୍ୟନ୍ତ ନିମ୍ନ ମାନର କରି ମନଇଚ୍ଛା କାର୍ଯ୍ୟ ହେଉଥିବାର ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ !

Leave a Reply

Your email address will not be published. Required fields are marked *