ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : କରଡାପାଳ ଗ୍ରାମରେ ଗଣ୍ଡଗୋଳ , ଜଣେ ବ୍ୟକ୍ତି ଆହତ, ଥାନାରେ ଅଭିଯୋଗ ! ସୁକିନ୍ଦା ଥାନା ଅନ୍ତର୍ଗତ କରଡାପାଳ ଗ୍ରାମରେ ବ୍ୟକ୍ତିଗତ ସମସ୍ୟାକୁ କେନ୍ଦ୍ର କରି ଗଣ୍ଡଗୋଳ ହୋଇଥିବା ଦେଖିବାକୁ ମିଳିଛି । ସୂଚନା ମୁତାବକ କରଡାପାଳ ଗ୍ରାମରେ ବ୍ୟକ୍ତିଗତ ସମସ୍ୟାକୁ କେନ୍ଦ୍ର କରି ଗ୍ରାମର 54 ବର୍ଷିୟ ମହେଶ୍ବର ମଲ୍ଲିକଙ୍କୁ ତାଙ୍କ ଭଣଜା 42 ସତ୍ୟଜିତ ଜେନା ମାଡ ମାରି ଆହତ କରିଛନ୍ତି । ଏନେଇ ମହେଶ୍ବର ମଲ୍ଲିକ ତାଙ୍କ ପରିବାର ବର୍ଗଙ୍କ ସହିତ ସୁକିନ୍ଦା ଥାନା ର ଦ୍ୱାରସ୍ଥ ହୋଇ ଏକ ଲିଖିତ ଅଭିଯୋଗ କରିଛନ୍ତି ! ସୁକିନ୍ଦା ପୋଲିସ ଲିଖିତ ଅଭିଯୋଗକୁ ଭିତ୍ତି କରି ଘଟଣାର ତଦନ୍ତ ଆରମ୍ଭ କରିଛି ।
କରଡାପାଳ ଗ୍ରାମରେ ଗଣ୍ଡଗୋଳ , ଜଣେ ଆହତ : ଥାନାରେ ଅଭିଯୋଗ !!!

