ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶାଶ୍ଵତୀ ନାୟକ : ସରକାରୀ ଦଳର ନେତା ମନ୍ତ୍ରୀ ବିଧାୟକ ଦେଉଛନ୍ତି ବିକାଶର ସ୍ଲୋଗାନ ! ବିକାଶରେ ଓଡିଶା ଏକ ନମ୍ବର ଓ ରାଜ୍ୟର ମୁଖ୍ୟମନ୍ତ୍ରୀ ପୁରା ଦେଶରେ ଏକ ନମ୍ବର ବୋଲି ସବୁ ସଭା ସମିତିରେ ଶୁଣିବାକୁ ମିଳୁଛି ! ହେଲେ ଆମରି ରାଜ୍ୟରେ ରାଜଧାନୀରେ ଧାରଣା ଦେଇଛନ୍ତି ନିର୍ବାଚିତ ସମିତି ସଭ୍ୟ ମାନେ ! ମୁଖ୍ୟ ଅଭିଯୋଗ , ସେମାନଙ୍କୁ କରାଯାଉଛି ଅଣଦେଖା , ସେମାନଙ୍କ ପଦବୀର ରହୁନି ମର୍ଯ୍ୟାଦା ! ବାର ଦଫା ଦାବୀ ନେଇ ଲୋୟର ପିଏମଜି ଧାରଣାସ୍ଥଳୀରେ ବସି ରହିଛନ୍ତି ସମିତି ସଭ୍ୟ ମହାସଂଘର ସଦସ୍ୟ !
ଦାବୀ ପୂରଣ ପାଇଁ ରାଜରାସ୍ତାରେ ନିର୍ବାଚିତ ଜନ ପ୍ରତିନିଧି !!!

