ଆୱାଜ ମିଡ଼ିଆ ତାଳଚେର ପ୍ରତିନିଧି ସମ୍ବର୍ଦ୍ଧିତ !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଚିନ୍ମୟୀ ଦାସ : ତାଳଚେର ମାଟିର ସ୍ୱାର୍ଥ ପାଇଁ ବିଭିନ୍ନ ସମୟରେ ପ୍ରତିଦ୍ବନ୍ଦିତା ମୂଳକ ସ୍ୱର କୁ ଗଣମାଧ୍ୟମରେ ମଣ୍ଡିତ କରିବାର ପରିକଳ୍ପନା ଯାହାର, ସିଏ ହେଇଛନ୍ତି ତାଳଚେର ମାଟିର ସାଲିସ୍ ବିହୀନ ବ୍ୟକ୍ତି, ବରିଷ୍ଠ ଆଇନଜିଵୀ ତଥା ଆୱାଜ ମିଡ଼ିଆ ତାଳଚେର ପ୍ରତିନିଧି ଜମ୍ବେଶ୍ଵର ପଟ୍ଟନାୟକ ! ସାମ୍ବାଦିକ ଶ୍ରୀ ପଟ୍ଟନାୟକ ନିଜର ମୂଲ୍ୟବାନ ପ୍ରତିଭାକୁ ସମଗ୍ର ଅଞ୍ଚଳରେ ସିଞ୍ଚନ କରି ଯେଉଁଭଳି ଗଣମାଧ୍ୟମ ରେ ବିପ୍ଳବ ଆଣି ସମ୍ଭର୍ଦ୍ଧିତ ହୋଇଛନ୍ତି !

Leave a Reply

Your email address will not be published. Required fields are marked *