ପାତଳୀ ଶ୍ରୀକ୍ଷେତ୍ର : ଶ୍ରୀଜଗନ୍ନାଥ ସଂସ୍କୃତି ର ଏକ ଅଂଶ !!!

Spread the love

ସୁବର୍ଣ୍ଣପୁର ( ଆୱାଜ ମିଡ଼ିଆ ) – କୃପାସିନ୍ଧୁ ମହାନ୍ତି : ଆସନ୍ତୁ ବୁଲିଯିବା ଶ୍ରୀ ପାତଳୀ ଶ୍ରୀ କ୍ଷେତ୍ର ! ଶ୍ରୀଜଗନ୍ନାଥ ସଂସ୍କୃତି ର ଏକ ଅଂଶ ହେଉଛି ପାତଳୀ ଶ୍ରୀ କ୍ଷେତ୍ର ! ଏହି ଦର୍ଶନୀୟ ସ୍ଥାନ ଟି ସୁବର୍ଣ୍ଣପୁର ଜିଲ୍ଲା ର ଉଲୁଣ୍ଡା ବ୍ଲକ ର କୋଟ ସମଲେଇ ଗ୍ରାମ ରେ ଅବସ୍ଥିତ ! ପ୍ରାକୃତିକ ସୌନ୍ଦର୍ଯ୍ୟ ରେ ପରିପୂର୍ଣ୍ଣ ଏହି ସ୍ଥାନ ! ଯେତେବେଳେ ପୁରୀ ଶ୍ରୀମନ୍ଦିର ଏବଂ ରତ୍ନ ଭଣ୍ଡାର କୁ ବାହ୍ୟ ଶତ୍ରୁ ମାନେ ଆକ୍ରମଣ କଲେ ସେହି ସମୟ ରେ ପୁରୀ ର ସେବାୟତ ମାନେ ମହାପ୍ରଭୁ ଙ୍କୁ ଘଞ୍ଚ ଜଙ୍ଗଲ ମଧ୍ୟରେ ମହାନଦୀ ରେ ଡ଼ଙ୍ଗା ସାହାଯ୍ୟ ରେ ଆଣି ଏଠି ପାତାଳୀ କରି ରଖିଥିଲେ ! ପ୍ରାୟ 144 ବର୍ଷ ପର୍ଯ୍ୟନ୍ତ ପ୍ରଭୁ ଏଠାରେ ରହିଥିବା କିମ୍ବଦନ୍ତୀ ରହିଛି !

Leave a Reply

Your email address will not be published. Required fields are marked *