ବରଗଡ଼ ( ଆୱାଜ ମିଡ଼ିଆ ) – କୃପାସିନ୍ଧୁ ମହାନ୍ତି : ମୁଖ୍ୟମନ୍ତ୍ରୀ ଙ୍କ ବରଗଡ ଓ ବିଜେପୁର ଗସ୍ତ ! ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡ ଠାରେ କ୍ୟାନସର ହସ୍ପିଟାଲ ଓ ବିଜେପୁର ଠାରେ ଗଙ୍ଗାଧର ମେହେର ଜଳ ପ୍ରକଳ୍ପ ଉଦଘାଟନ କରିଛନ୍ତି ! ଆୟୋଜିତ କାର୍ଯ୍ୟକ୍ରମ ରେ ବିପୁଳ ଜନ ସମାଗମ ହୋଇଥିଲା ! ବରଗଡ ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ସାଂସଦ ଡକ୍ଟର ପ୍ରଭାସ ସିଂ , ସମାଜସେବି ଗିରି ନିଜର ପ୍ରତିକ୍ରିୟା ରେ କହିଛନ୍ତି , ଯାହା ନିର୍ବାଚନୀ ଇସ୍ତାହାରରେ ଥିଲା ସେସବୁ ପୂରଣ ହୋଇଛି !


