ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶାଶ୍ଵତୀ ନାୟକ : କଟକ ଏସିବି ହସ୍ପିଟାଲର ଚିକିତ୍ସା ଜନିତ ମିଥ୍ୟା ଖବର ପ୍ରତିବାଦରେ ଧାରଣା । କର୍କଟ ପୀଡିତ ବାଳକ ଶୁଭ୍ରାଂଶୁ ର ଗୁରୁତର ଚିକିତ୍ସା ଅବହେଳା ଜନିତ ମୃତ୍ୟୁ ଏବଂ ଏହା ଉପରେ ମିଥ୍ୟା ଖବର ପରିବେଷଣ କରିବା ପ୍ରତିବାଦରେ ଓଡ଼ିଶା ସମାଜସେବୀ ମହାସଂଘ ପକ୍ଷରୁ ବିକ୍ଷୋଭ କରାଯିବ । ଆସନ୍ତାକାଲି ଦିବା 12 ଘଟିକା ସମୟରେ ଲୋୟର ପିଏମଜି ରେ ଏହି ପ୍ରତିବାଦ ଆୟୋଜିତ ହେବ !
କଟକ ଏସିବି ହସ୍ପିଟାଲର ଚିକିତ୍ସା ଜନିତ ମିଥ୍ୟା ଖବର ପ୍ରତିବାଦରେ ଧାରଣା !!!

