ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ରାଜ ନହର ଠାରୁ ହାଇସ୍କୁଲ ପର୍ଯ୍ୟନ୍ତ ରାସ୍ତାରୁ ପିଚୁ ଉଠି ରାସ୍ତା ଖାଲଖମାରେ ପରିଣତ ହୋଇଛି । ଯାହା ଫଳରେ ଯାତାୟାତରେ ଜନ ସାଧାରଣ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ପୌର ପରିଷଦ ର ଏଥିପ୍ରତି ଦୃଷ୍ଟି ପଡିଲେ ଜନ ସାଧାରଣ ଓ ସହର ବାସୀ ଉପକୃତ ହୋଇପାରିବେ ବୋଲି ଆଶା କରାଯାଉଛି ।
ପାରଳାଖେମୁଣ୍ଡି ରାଜ ନହର ଠାରୁ ହାଇସ୍କୁଲ ପର୍ଯ୍ୟନ୍ତ ପିଚୁ ରାସ୍ତା ନିର୍ମାଣ ହେବ କେବେ ???

