ଦଳୀୟ ଟିକେଟ ପାଇବା ପରେ ଦେବୀ ପ୍ରସାଦ ମିଶ୍ରଙ୍କୁ ଶୁଭେଚ୍ଛା !!!

Spread the love

ବଡମ୍ବା ( ଆୱାଜ ମିଡ଼ିଆ ) – ପ୍ରତାପ ନାୟକ : ବଡମ୍ବା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ତରଫରୁ ବିଧାନସଭା ପ୍ରାର୍ଥୀ ଭାବରେ ପୁନର୍ବାର ଦେବୀ ପ୍ରସାଦ ମିଶ୍ର ଙ୍କୁ ମନୋନୀତ କରାଯିବା ପରେ , ବଡମ୍ବା ବିଜେଡି କାର୍ଯ୍ୟାଳୟ ରେ ବିଜୁ ମହିଳା ନେତ୍ରୀ ଏବଂ ଅଞ୍ଚଳ ର ବହୁ କର୍ମକର୍ତା ତାଙ୍କୁ ବିପୁଳ ମାତ୍ରାରେ ସମ୍ବର୍ଦ୍ଧନା ଜଣାଇଛନ୍ତି । ଏହି କାର୍ଯ୍ୟକ୍ରମ ରେ ପଞ୍ଚାୟତ ସମିତି ଅଧକ୍ଷ ରଘୁପତି ମହାନ୍ତି, ଉପାଧ୍ୟାକ୍ଷା ସ୍ଵର୍ଣ୍ଣଲତା ବେହେରା, ଯୋଡୁମୁ ପଞ୍ଚାୟତ ସରପଞ୍ଚ ଙ୍କ ସମେତ ବହୁ କର୍ମୀ ଯୋଗ ଦେଇଥିଲେ ।

 

Leave a Reply

Your email address will not be published. Required fields are marked *