ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶୁଭ୍ରାଂଶୁ ଶୁଭମୟ ମହାନ୍ତି : ଓଡିଶା ଦିବସ ଅବସରରେ ଏକାମ୍ର ନିର୍ବାଚନ ମଣ୍ଡଳୀରେ ଆୟୋଜିତ ହେବାକୁ ଯାଉଛି ବିଶାଳ ପଦଯାତ୍ରା ! ଏକାମ୍ର କ୍ଷେତ୍ର ୫୯ ନଂ ୱାର୍ଡ ର କର୍ପୋରେଟର ବିରଞ୍ଚି ନାରାୟଣ ମହାସୁପକାର ଙ୍କ ଆବାହକତ୍ୱରେ ସକାଳ ୯ ଘଟିକା ସମୟରେ ସାମନ୍ତରାପୁର ଛକ ଠାରୁ ତିନି ମୁଣ୍ଡିଆ ଛକ ପର୍ଯ୍ୟନ୍ତ ଏହି ପଦଯାତ୍ରା ଆୟୋଜିତ ହେବ ବୋଲି ସୂଚନା ମିଳିଛି |
ଓଡିଶା ଦିବସରେ ଏକାମ୍ର ନିର୍ବାଚନ ମଣ୍ଡଳୀରେ ଆୟୋଜିତ ହେବ ବିଶାଳ ପଦଯାତ୍ରା !!!

