ବରଗଡ଼ ( ଆୱାଜ ମିଡ଼ିଆ ) – କୃପାସିନ୍ଧୁ ମହାନ୍ତି : ବରଗଡ ଜିଲ୍ଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ବିଜାଢୋଲ ଗ୍ରାମ ରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ ! ସ୍ଥାନୀୟ ଗ୍ରାମବାସୀଙ୍କ ଉଦ୍ୟମରେ ଆୟୋଜିତ ଉତ୍ସବରେ ବହୁ ଶ୍ରଦ୍ଧାଳୁ ଉପସ୍ଥିତ ରହିଥିଲେ ! ଏହି କାର୍ଯକ୍ରମ ରେ ରାଜ୍ୟ ହାଉସିଂବୋଡ଼ ସଦସ୍ୟ ତଥା ପୂର୍ବତନ ଏନ ଏ ସି ଚେୟାରମ୍ୟାନ ସମାଜସେବୀ ପ୍ରିତମ ମେହେର ଅତିଥି ରୂପେ ଯୋଗ ଦେଇ ପ୍ରଭୁ ଜଗନ୍ନାଥ ଙ୍କ ଆଶୀର୍ବାଦ ଭିକ୍ଷା କରି ଜନସାଧାରଣ ଙ୍କ ସମସ୍ୟା ମଧ୍ୟ ପଚାରି ବୁଝିଥିଲେ !
ବିଜାଢୋଲ ଗ୍ରାମ ରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ !!!

